Browsing Tag

sambalpur news

ବାଇକୁ ଧକ୍କା ଦେଲା ଟ୍ରକ ; ବାପ ଝିଅ ମୃତ

ସମ୍ବଲପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ। ଆଜି ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ବୈଜାମୁଣ୍ଡା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ବାଇକକୁ ଟ୍ରକ ଧକ୍କା ଧକ୍କା ଦେଇଛି। ଫଳରେ ବାଇକରେ ଯାଉଥିବା…
Read More...

ପାରିବାରିକ ବିବାଦର କରୁଣ ପରିଣତି ; ସ୍ୱାମୀର ପଥର ମାଡରେ ସ୍ତ୍ରୀର ମୃତ୍ୟୁ

ସମ୍ବଲପୁର : ପାରିବାରିକ ବିବାଦର ଏକ କରୁଣ ପରିଣତି ସମ୍ବଲପୁର ଠାରେ ଶୁକ୍ରବାର ଦେଖିବାକୁ ମିଳିଛି। ସମ୍ବଲପୁରର ବେହେରାମୁଣ୍ଡା ଠାରେ ପାରିବାରିକ ବିବାଦ ଯୋଗୁଁ ସ୍ୱାମୀଙ୍କ ପଥର ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି।…
Read More...

ସାଂସ୍କୃତିକ ସମାଜର ପରିବେଶ ସୁରକ୍ଷା ଆବାହକ ପଦରୁ ଦେବେନ୍ଦ୍ରଙ୍କ ଇସ୍ତାଫା 

ସମ୍ବଲପୁର : ଓଡିଶା ସାଂସ୍କୃତିକ ସମାଜର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ଅନୁଷ୍ଠାନର ପରିବେଶ ସୁରକ୍ଷା କମିଟିର ଆବାହକ ରୂପେ ଦେବେନ୍ଦ୍ର…
Read More...

ଅବକାରୀ ବିଭାଗର ଚଢାଉ ; ନକଲି ବିଦେଶୀ ମଦ ଜବତ , ୭ ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗ ଦ୍ବାରା ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଷ୍ଟିକର, ଠିପି ଜବତ କରାଯାଇ ସମ୍ପୃକ୍ତ ଘଟଣାରେ ୭ଜଣକୁ ଗିରଫ କରାଯାଇଛି । ଗତକାଲି ବିଶେଷ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗର…
Read More...

ଶୀତଳଷଷ୍ଠୀ ଥାଳ ଉଠା ନିତି

ସମ୍ବଲପୁର :  ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ମଙ୍ଗଳବାର ଅପରାହ୍ନରେ ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଥାଳ ଉଠା ନିତି ସମ୍ପନ୍ନ ହୋଇଯାଇଛି। ବିଗତ ୨ ବର୍ଷ ହେବ କୋଭିଡ – ୧୯ ମହାମାରୀର…
Read More...

ସ୍ତ୍ରୀକୁ ପୋଡି ହତ୍ୟା କଲା ସ୍ୱାମୀ !

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡା ମହୁଲପାଲି ଥାନା ଖଟାଟାଙ୍ଗର ଗାଁରେ ଏକ ହତ୍ୟା ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ନେଇ ଅଭିଯୋଗ…
Read More...

ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି।  ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ…
Read More...

ବସରେ ଆସି ସମ୍ବଲପୁର ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ସମ୍ବଲପୁର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରପ୍ରସାର ଜୋରସୋରରେ ଚାଲିଛି । ରାଜ୍ୟରେ ୨୨ ବର୍ଷ ଧରି ଶାସନ କରୁଥିବା ବିଜେଡି, କେନ୍ଦ୍ର ରେ ୭ ବର୍ଷ ହେଲା ଶାସନ କରୁଥିବା ବିଜେପି ଓ  କଂଗ୍ରେସ…
Read More...

ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ;୨୫ ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ଶରଧାପାଲି ଅଞ୍ଚଳରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଆଜି ଖବର ମିଳିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର…
Read More...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚ୍ୟୁତାନନ୍ଦ…
Read More...