Browsing Tag

sambalpur

୧୦ ବର୍ଷ ହେଲା ସରୁନି ଏନ୍ଏଚ୍-୫୫ ମରାମତି କାମ: ୫-ଟି ଅଧ୍ୟକ୍ଷ

ସମ୍ବଲପୁର: ଜିଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। କୁଚିଣ୍ଡାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ। କଟକ-ସମ୍ବଲପୁର ଏନ୍ଏଚ୍-୫୫ ମୁଖ୍ୟ ରାସ୍ତା…
Read More...

ଘୁଞ୍ଚିଲା ସମ୍ବଲପୁର ଜିଏମ୍‍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ଜିଏମ୍‍ ୟୁନିଭରସିଟି ପରୀକ୍ଷା ଘୁଞ୍ଚିଲା। ଶନିବାର ହେବାକୁ ଥିବା ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶନିବାର ଦିନ ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ…
Read More...

ପ୍ରସନ୍ନଙ୍କ ରୁଦ୍ରାଭିଷେକ ପରେ ରାଜନୀତି ଉଷ୍ମ

ନାକଟିଦେଉଳ : ସମ୍ବଲପୁର ଜିଲାର ଅନ୍ୟତମ ପାର୍ବତ୍ୟ ଓ ଘନ ଜଙ୍ଗଲ ପରିବେଷ୍ଟିତ ନାକଟିଦେଉଳ ବ୍ଲକର ଖୋଲାଗଡ଼ସ୍ଥିତ ଏକ ଶିବମନ୍ଦିରରେ ଶାସକ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ…
Read More...

ଏସଡିଏର ୨ ଗିରଫ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ବିଗତ ୩ ବର୍ଷରୁ ଅଧିକ ହେବ ନୁତନ କୋଠା ନିର୍ମାଣ ପାଇଁ ପ୍ଲାନ ଅନୁମତି ପ୍ରଦାନ ନିମନ୍ତେ ଆବେଦନକାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବା ଏବଂ ନକଲି ଅନୁମତି ପତ୍ର ପ୍ରଦାନ ମାମଲାରେ ସମ୍ବଲପୁର ଉନ୍ନୟନ…
Read More...

ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ସାମିଲ ହେବେ ସମ୍ବଲପୁରର ନୃତ୍ୟାଙ୍ଗନା

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ନୃତ୍ୟାଙ୍ଗନା ମାନେ ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳା ପରିଷଦର ସାଇମନ ସ୍ୱାଇଁ ଓ ଅନ୍ୱେଷା ସ୍ୱାଇଁ ଭୁବନେଶ୍ୱର ଠାରେ ଆସନ୍ତା…
Read More...

ଏଥିରେ କଟକ ସହରାଞ୍ଚଳ ପୁଲିସ ଜିଲା ସର୍ବାଗ୍ରେ -ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି

ଭୁବନେଶ୍ୱର, : ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଥିଲାବେଳେ ବିଭିନ୍ନ କାରଣରୁ ଚାଷୀ, ଶ୍ରମିକ,…
Read More...

ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା…
Read More...

ପୁର୍ବତନ ଖ୍ୟାତନାମା ଫୁଟବଲ ଖେଳାଳୀ ପରମାନନ୍ଦ ଖାଲକୋଙ୍କ ନିଧନ

ସମ୍ବଲପୁର – ଅବିଭକ୍ତ ସମ୍ବଲପୁର ଜିଲାର ପୂର୍ବତନ ଖ୍ୟାତନାମ ଫୁଟବଲ ଖେଳାଳୀ ପରମାନନ୍ଦ ଖାଲକୋ ଙ୍କ ୯୦ ବର୍ଷ ବୟସରେ ନିଧନ ହୋଇଯାଇଛି । ଅନେକ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଖାଲକୋ ତାଙ୍କର ବ୍ରଜରାଜନଗର…
Read More...

ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ

ସମ୍ବଲପୁର : ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ସୋମବାର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶର ଭବିଷ୍ୟତ…
Read More...

ଜମି ମାଫିଆଙ୍କ ଗୁଣ୍ଡାରାଜ ବିରୋଧରେ ଦଳିତ ମହାସଂଘର ଧାରଣା

ପିପିଲି :ପିପିଲିରେ ଏବେ ଜମି ମାଫିଆଙ୍କ ଗୁଣ୍ଡାରାଜ୍‍ ବଢିଚାଲିଛି । ବିଲ୍‍ଡରମାନେ ଗରିବ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ପୁଲିସ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଗରିବ ଚାଷୀଙ୍କ ଠାରୁ ଜମିକିଣିବା ପରେ ବିଲ୍‍ଡର…
Read More...