Browsing Tag

samaja news

ବ୍ରିଟେନର ଦେହରକ୍ଷୀଙ୍କ ସହ ପଳାୟନ କରିଥିବା ଦୁବାଇର ରାଜକୁମାରୀ…..

ଲଣ୍ଡନ . - ବିଶ୍ୱର ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ ଅନ୍ୟତମ । ତାଙ୍କର ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ୍‌ ହୁସେନ୍‌ ବି ତାଙ୍କର ସୌନ୍ଦର୍ଯ୍ୟ ବେଶ୍‌…
Read More...

ରିଙ୍ଗ୍‌ ମାଷ୍ଟରଙ୍କୁ ମାରିବା ପରେ ରିଙ୍ଗ ମଧ୍ୟରେ ମୃତ ଦେହ ସହ ଖେଳିଲେ ବାଘ

ରୋମ . - ସର୍କସରେ ରିଙ୍ଗ ମାଷ୍ଟରଙ୍କ କଥା ମାନି ଭୟଙ୍କର ବାଘ ସିଂହ ବି ବେଶ୍‌ ସୁଧାର ଭାବେ ଖେଳ ଦେଖାଇ ଥାଆନ୍ତି । ଏହା ଦର୍ଶକଙ୍କ ପାଇଁ ବେଶ୍‌ ରୋଚକ ହୋଇଥାଏ । ହେଲେ ବେଳେ ବେଳେ ଏଥିପାଇଁ ରିଙ୍ଗ ମାଷ୍ଟରଙ୍କୁ ନିଜର…
Read More...

ନୋ ପାର୍କିଂରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା

ମୁମ୍ବଇ .- ଏବେ ମୁମ୍ବଇରେ ନୋ ପାର୍କିଂ ଜୋନ୍‌ରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ବିଏମ୍‌ସିର ନୋ ପାର୍କିଂ ସ୍ଥଳରେ ଗାଡି ରଖିଲେ ଗାଡିର ମାଲିକ ମାନେ ଏହି ଜୋରିମାନା ଦେବେ । ଗାଡି ଅନୁସାରେ…
Read More...

ବାଙ୍ଗାଲୋର ନିକଟରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରୁ ବାତିଲ ହେବ ଏହି ସବୁ ଟ୍ରେନ

ଭୁବନେଶ୍ୱର .-  ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ    ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ  ଚାଲୁଥିବାରୁ…
Read More...

ବିଜେପିରେ ସାମିଲ ହୋଇ ପାରନ୍ତି ଜୟପ୍ରଦା!

ନୂଆଦିଲ୍ଲୀ .-  ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ…
Read More...

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ହୋଇପାରନ୍ତି ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ ..- ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିନାକ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇ ପାରନ୍ତି । ତାଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ଦେବା ପାଇଁ  ସୁପାରିଶ କରାଯାଇଛି  ।…
Read More...

ନ୍ୟୁଜିଲାଣ୍ଡ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ

ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡର…
Read More...

ପାରାଚ୍ୟୁଟ ନ ଖୋଲିବାରୁ ୬ହଜାର ଫୁଟ୍‌ରୁ ଖସି ଗରୁଡ କମାଣ୍ଡୋଙ୍କର ମୃତ୍ୟୁ

ଆଗ୍ରା ..-  ଉତ୍ତରପ୍ରଦେଶର ଆଗ୍ରାରେ  ପ୍ରଶିକ୍ଷଣ ସମୟରେ ପାରାଚ୍ୟୁଟ ନଖୋଲିବାରୁ ଜଣେ ଗରୁଡ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି ।  ଅମିତ୍‌ କୁମାରଙ୍କ ବାୟୁସେନାର ଗରୁଡ କମାଣ୍ଡୋ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଶିକ୍ଷଣ…
Read More...

ମୁମ୍ବାଇରେ ପକେଟ ଭିତରେ ଫାଟିଗଲା ମୋବାଇଲ ଫୋନ୍‌ ଭିଡିଓ ଭାଇରାଲ୍‌

ମୁମ୍ବାଇ ..- ଅନେକ ଥର ଫୋନ୍‌ର ବ୍ୟାଟେରୀ ଫାଟିଯାଉଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ମୋବାଇଫୋନ୍‌କୁ ରିଚାର୍ଜ କରୁଥିବା ସମୟରେ କଥା ହେଉଥିବା ବେଳେ ଏହାର ବ୍ୟାଟେରୀ ଫାଟିଯାଇ ଓଡ଼ିଶାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ…
Read More...

ଅରୁଣାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ…
Read More...