Browsing Tag

Sakhigopal

ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ; ଆଜି ସେହି ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ଜଳବନ୍ଦୀ

ସାକ୍ଷୀଗୋପାଳ: ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍କଳମଣିଙ୍କ କର୍ମପୀଠ ଡଭାର ଗ୍ରାମରେ। ଦିନ ଥିଲା ଏହି ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା…
Read More...

ସାମ୍ବାଦିକଙ୍କ ପ୍ରତି ପୁଲିସର ବର୍ଵରତା ପ୍ରତିବାଦରେ କଳାଦିବସ ପାଳନ

ସାକ୍ଷୀଗୋପାଳ: ନିଳଗିରିରେ ସାମ୍ବାଦିକଙ୍କ ପ୍ରତି ପୁଲିସର ବର୍ଵରତା ପ୍ରତିବାଦରେ ଶୁକ୍ରବାର ସତ୍ୟବାଦୀରେ ସାମ୍ବାଦିକମାନଙ୍କ ପକ୍ଷରୁ କଳାଦିବସ ପାଳନ କରାଯାଇଛି। ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ପୂର୍ବାହ୍ନ…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ସାକ୍ଷୀଗୋପାଳ ଶାଖାରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ: ଭାରତୀୟ ଷ୍ଟେଟ ବ୍ୟାଙ୍କର ସାକ୍ଷୀଗୋପାଳ ଶାଖାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କୌଣସି କାରଣରୁ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନେ ଜୀବନ ବିକଳରେ ବ୍ୟାଙ୍କରୁ…
Read More...

ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ କରାଯିବ : କେନ୍ଦ୍ର ମନ୍ତ୍ରୀ

ସାକ୍ଷୀଗୋପାଳ: କେନ୍ଦ୍ର ସରକାରଙ୍କ ଶିକ୍ଷା, ଉଦ୍ୟମିତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ପ୍ରଯୁକ୍ତି ବିଦ୍ୟା ଓ ସଞ୍ଚାର ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରା ଅବସରରେ…
Read More...

ବରାଳ ଗ୍ରାମ ସତ୍ୟବାଦୀ ବ୍ଲକର ପ୍ରଥମ କଣ୍ଟେନମେଣ୍ଟ ଜୋନ

ସାକ୍ଷୀଗୋପାଳ: ସତ୍ୟବାଦୀ ମଣ୍ଡଳ ଅନ୍ତର୍ଗତ କାଦୁଆ ପଞ୍ଚାୟତର ବରାଳ ଗ୍ରାମ ଆଜି ବ୍ଲକର ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଛି। ଗତକାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ…
Read More...

ସତ୍ୟବାଦୀରେ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ

ସାକ୍ଷୀଗୋପାଳ: ପ୍ରବାଦ ପୁରୁଷ, ବିଶିଷ୍ଟ ଜନ ନାୟକ, ଦୁର୍ଦ୍ଦଷ ବିମାନ ଚାଳକ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ସତ୍ୟବାଦୀ ବ୍ଲକ…
Read More...

ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତର ଦାସ ବିଦ୍ୟାଧରପୁର ଗ୍ରାମରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଘଟିଛି ଏକ ହତ୍ୟାକାଣ୍ଡ। ଏହି ପଞ୍ଚାୟତ ଅନ୍ତର୍ଗତ ଡିହପୁର ଗ୍ରାମର କୃଷ୍ଣଚନ୍ଦ୍ର…
Read More...

ସାକ୍ଷୀଗୋପାଳରେ ସ୍ୱାଧୀନତା ଦିବସ ପାଳିତ ; ବୀର ଗୋବିନ୍ଦ ପୁରସ୍ଥିତ କୃଷି ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳମଣିଙ୍କ…

ସାକ୍ଷୀଗୋପାଳ : ଆଜି ୭୪ ତମ ସ୍ୱାଧୀନତା ଦିବସ, ସତ୍ୟବାଦୀ ଅଞ୍ଚଳରେ ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାଇ ସାମାଜିକ ସୁରକ୍ଷା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଭିଜିଲାନ୍ସ ଜାଲରେ ସୁକଳ ଜିଆରଏସ

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଛବିନାରାୟଣ ପଣ୍ଡା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଛବିନାରାୟଣ ବିଜୁ ପକ୍ପାଘର କରାଇଦେବା ଲାଗି…
Read More...