Browsing Tag

rourkela

ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ, ଧାରଣାରେ ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ…
Read More...

ରାଉରକେଲା ସୁପର ସ୍ପେସିଆଲିଟି ହସ୍‍ପିଟାଲକୁ ଟ୍ରଷ୍ଟ ନୁହେଁ ଏମ୍ସ ଭାବରେ ଘୋଷଣା ହେଉ

ରାଉରକେଲା : ରାଉରକେଲା ସୁପର ସ୍ପେସିଆଲିଟି ହସପିଟାଲକୁ ଟ୍ରଷ୍ଟ ଅଧୀନରେ ନୁହେଁ ବରଂ ଏମ୍ସ ଭାବେ ଘୋଷଣା କରିବାକୁ ଆଜି ଭଂଜଭବନସ୍ଥିତ ଆଦର୍ଶ ପାଠାଗାର ପରିସରରେ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ…
Read More...

ଜୟରାମ ଟୁଡ଼ୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ରାଉରକେଲା: ଜୟରାମ ଟୁଡ଼ୁ। ବୃତ୍ତି ରାଉରକେଲା ଇସ୍ପାତ କାରଖାନାରେ। ନିଶା କିନ୍ତୁ ସାନ୍ତାଳୀ ଭାଷା ସାହିତ୍ୟର ପ୍ରସାର ସହିତ ଜାତି ଓ ଦେଶ ପାଇଁ ସଂଗ୍ରାମ କରିଥିବା ଅନନ୍ୟ ସଂଗ୍ରାମୀ ଓ ଜାତିର ବିକାଶରେ କାର୍ଯ୍ୟ…
Read More...

ଇଣ୍ଡିଆ ବୁକ୍‍ ଅଫ ରେକର୍ଡ଼ସରେ ରାଉରକେଲାର କୁନି ଝିଅ ପ୍ରିୟାଂଶୀ

ରାଉରକେଲା: ଇଣ୍ଡିଆ ବୁକ୍‍ ଅଫ ରେକର୍ଡ଼ସରେ ରାଉରକେଲାର କୁନି ଝିଅ ପ୍ରିୟାଂଶୀ ସ୍ଥାନ ପାଇବା ଚର୍ଚ୍ଚାର ବିଷୟ ହୋଇଛି। କଳିଙ୍ଗ ବିହାରରେ ରହୁଥିବା ପ୍ରଫୁଲ କୁମାର ପଟ୍ଟନାୟକ ଓ ପଦ୍ମିନୀଙ୍କ ୨ବର୍ଷ ୩ମାସର କନ୍ୟା…
Read More...

ନକଲି ବିଦେଶୀ ମଦ ଜବତ, ୩ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲା ଜୋଡ଼ାକୁଦରରୁ ଶୁକ୍ରବାର ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ଜବତ ହୋଇଛି। ଏକ କାରରେ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ରାଉରକେଲା ଅବକାରୀ ବିଭାଗ ଦ୍ବାରା ଚଢାଉ କରି ମଦକୁ ଜବତ…
Read More...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ, ରାଉରକେଲାରେ ଆନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ୍‍ର ଶିଳାନ୍ୟାସ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲା ପାଇଁ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଉରକେଲା ଠାରେ ୨୦୨୩ପୁରୁଷ ବିଶ୍ବକପ୍‌ ହକି…
Read More...

ରାଜ୍ୟର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ର ବନ୍ଦ ହେବ!

ରାଉରକେଲା: ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ୩୨ବର୍ଷ ଧରି ରାଉରକେଲା ସହରରେ କାର୍ଯ୍ୟକ୍ଷମ ଥିବା ରାଜ୍ୟର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ବନ୍ଦ୍‍ କରିବା ପାଇଁ ସମସ୍ତ ପ୍ରସ୍ତୁତି…
Read More...

ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟ ରାସ୍ତାଉପରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଯୁବକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। ମୃତଦେହ ନିକଟରେ ରକ୍ତ ଭିଜା ଏକ…
Read More...

ରେଳବାଇ ଓ ପ୍ରଶାସନ ମଧ୍ୟରେ ରହୁନାହିଁ ସମନ୍ୱୟ

ରାଉରକେଲା : ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଲା। ସ୍ମାର୍ଟସିଟିରେ ଷ୍ଟେସନର ବିକାଶ ଏକ ପ୍ରମୁଖ ଦିଗ ବୋଲି ଧରାଯାଉଛି। ଭୁବନେଶ୍ୱର ସ୍ମାର୍ଟ ସିଟିର ଦ୍ୱିତୀୟ ପ୍ରବେଶ ପଥ ସହିତ…
Read More...

ଜଳପ୍ରପାତରେ ଗାଧୋଇବା ବେଳେ ଭାସିଯାଇ ଦୁଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବଣାଇ/ରାଉରକେଲା: ବଣାଇ ଉପଖଣ୍ଡ ବାଦଲଗିରୀ ଜଳପ୍ରପାତରେ ଗାଧୋଉଥିବା ବେଳ ରାଉରକେଲାର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନୈକଲାରୁ ସୋଲ…
Read More...