Browsing Tag

rourkela news

ଗୋଷ୍ଠୀ ସଂଘର୍ଷରେ ୨ ଆହତ ; ୭ ଅଟକ

ରାଉରକେଲା : ରାଉରକେଲାର ମାଲଗୋଦାମ ଅଞ୍ଚଳରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ ଜଣ ଆହତ ହେବା ସହ ଉକ୍ତ ଅଞ୍ଚଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ଶୁକ୍ରବାର ଜଣାପଡ଼ିଛି।ଉକ୍ତ ଘଟଣାରେ ପୁଲିସ ୭ ଜଣଙ୍କୁ ଅଟକ ରଖି…
Read More...

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ ; କୋଭିଡ ହସ୍ପିଟାଲର କଲେ ପରିଦର୍ଶନ ଓ ସମୀକ୍ଷା

ରାଉରକେଲା: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଅଚାନକ ରାଉରକେଲା ଗସ୍ତ କରିଛନ୍ତି। ସେ ରାଉରକେଲା ଆସି ପହଞ୍ଚିବା ପରେ ରାଉରକେଲା ହାଇଟେକ ହସ୍ପିଟାଲ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ରୋଗୀଙ୍କ…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ : ରାଉରକେଲାରେ ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା : କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯…
Read More...

ରାଉରକେଲାର ଫୁଡ କୋର୍ଟରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାର କୋଏଲନଗର ଏନଏସି ମାର୍କେଟରେ ଥିବା ଫୁଡ କୋର୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ଦୋକାନ ସମ୍ମୁଖରେ ଥିବା ତିରପାଲ ଓ ଅସବାବପତ୍ର ଜଳି ଯାଇଛି। ନିଆଁ…
Read More...

ଜଣାଶୁଣା ଲୋକପ୍ରିୟ କଳାକାର ସଞ୍ଜୟ ତନ୍ତୀ ମୃତ

ରାଉରକେଲା : ରାଉରକେଲାର ଜଣେ ଜଣାଶୁଣା ଲୋକପ୍ରିୟ କଳାକାରଙ୍କର କୌଣସି ହସ୍ପିଟାଲରେ ଚିିକିତ୍ସା ନହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ସେ ହେଲେ ସଞ୍ଜୟ ତନ୍ତୀ ଓରଫ କୁମାର ସଞ୍ଜୟ। ତାଙ୍କର…
Read More...

ହୃଦ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱର ହସ୍ପିଟାଲରେ ଥିବା ବେଳେ ରାଉରକେଲା ଘରେ ଲାଗିଲା ନିଆଁ

ରାଉରକେଲା : ରାଉକେଲାର ସେକ୍ଟର ୧୭ର ବି ୩୩ରେ ରହୁଥିବା ଜଣେ ବ୍ୟକ୍ତି ହୃଦ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କ ରାଉରକେଲା ଘରେ ନିଆଁ ଲାଗିଥିବା ଗୁରୁବାର ଜଣାପଡ଼ିଛି।…
Read More...

ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ପ୍ରଶାସନର ନିଷ୍ପତ୍ତି

ରାଉରକେଲା : ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ଶୁକ୍ରବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି ପରିସରରେ କୋଭିଡ ପଞ୍ଜିକରଣ କେନ୍ଦ୍ର କାର୍ଯ୍ୟ…
Read More...

ଗ୍ୟାସ୍‌ ଏଜେନ୍ସୀ କର୍ମଚାରୀଙ୍କଠାରୁ ୧ ଲକ୍ଷ ଲୁଟିନେଲେ ୩ ଦୁର୍ବୃତ୍ତ

ରାଉରକେଲା: ରାଉରକେଲା ସେକ୍ଟର ୯ ଅଞ୍ଚଳରୁ ସୋମବାର ଲୁଟ୍‌ ହୋଇଛି। ଜଣେ ଗ୍ୟାସ ଏଜେନ୍ସୀ କର୍ମଚାରୀ ଲୁଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। କର୍ମଚାରୀ ଜଣକ ଟଙ୍କା ନେଇ ଯାଉଥିବାବେଳେ ୩ ଦୁର୍ବୃତ୍ତ ବାଇକରେ ଆସି…
Read More...

ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ; ଶିକାରୀ ଗିରଫ

ରାଉରକେଲା : ରାଉରକେଲା କୁଆଁରମୁଣ୍ଡା ବ୍ଲକ ସାନଡୋଲା କୁଦର ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ଘଟଣାରେ ଗୁରୁବାର ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଶିକାରୀର ନାମ ରୁପୁ ବାରଲା ଓ ସେ…
Read More...

ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତରଙ୍କୁ ପଠାଗଲା ହୋମ କ୍ଵରେଣ୍ଟାଇନ

ରାଉରକେଲା : ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତର ରବିବାର ହୋମ କ୍ଵରେଣ୍ଟାଇନ ଯାଇଛନ୍ତି। ଉଭୟ ଡ଼ାକ୍ତର ଓ ନର୍ସ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ର। ଡ଼ାକ୍ତର ଓ ନର୍ସ ଝାଡ଼ଖଣ୍ଡର ଜଣେ ଗର୍ଭବତୀ…
Read More...