Browsing Tag

rourkela news

ରାଉରକେଲାରେ ମେ’ ୧୮ରୁ ୨୮ ତାରିଖ ଯାଏଁ ଟିକାଦାନ ଲାଗି ନୂଆ ସୂଚୀ ଜାରି

ରାଉରକେଲା : ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ପ୍ରଶାସନ ନୂଆ ସୂଚୀ ଜାରି କରିଛି । ଆସନ୍ତା ମେ’ ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ନୂଆ ସୂଚୀ ପ୍ରକାଶ ପାଇଛି। ୧୬ ତାରିଖ ସନ୍ଧ୍ୟା ୫ଟାରେ…
Read More...

ରାଉରକେଲା ଷ୍ଟିଲ ଟାଉନସିପର ସେକ୍ଟର-୭ରେ ଅତିକ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା

ରାଉରକେଲା : ରାଉରକେଲାରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟିଲ ଟାଉନସିପ ସେକ୍ଟର-୭ର କେତେକ ଅଞ୍ଚଳକୁ ଅତିକ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: (କ) କ୍ୱାର୍ଟର ନମ୍ବର ଏ/୫୨ରୁ ଏ/୬୮ ଏବଂ…
Read More...

ମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ…
Read More...

ଆରଏସପିରେ ଗ୍ୟାସ ଲିକ ଘଟଣା ଆଉ ଜଣେ ନିଲମ୍ବିତ ; ବିଜେଡିର ବିରାଟ ଶୋଭାଯାତ୍ରା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ଘଟଣାରେ ଆଉ ଜଣଙ୍କୁ ନିଲମ୍ବନ କରାଯାଇଛି। ଆରଏସପି କର୍ତ୍ତୃପକ୍ଷ ସେଫଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜେର ଜ୍ୟୋତିରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି । ଏହାକୁ…
Read More...

ରାଉରକେଲାର ନୟାବଜ଼ାର ନିକଟସ୍ଥ ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାର ନୟାବଜ଼ାର ନିକଟସ୍ଥ ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ନୟାବଜ଼ାର ଏଠାରେ ଜମା ହୋଇଥିବା ପୁରୁଣା ଟାଇଆର ଓ ସ୍କ୍ରକ୍ଷପରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ତେବେ…
Read More...

ଭାରୀ ଯାନ ଚଳାଚଳକୁ ବିରୋଧ କରି ରାସ୍ତାରୋକ ; ଅଟକି ରହିଛି ଗାଡିମୋଟର

ରାଉରକେଲା : ଭାରୀ ଯାନ ଚଳାଚଳକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାସ୍ତାରୋକ କରିଥିବା ନେଇ ମଙ୍ଗଳବାର ଜଣାପଡିଛି। ବନ୍ଧମୁଣ୍ଡା-ବିଶ୍ରାଛକ ରାସ୍ତାର କୁକୁଡା ଗେଟ୍‍ ନିକଟରେ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରଖିବା…
Read More...

ବାଣ ଗୋଦାମରେ ଚଢାଉ ; ବିପୁଳ ପରିମାଣରେ ବାଣ ଜବତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟରେ ଥିବା ବାଣ ଗୋଦାମରେ ଚଢାଉ କରି ପୁଲିସ ଦ୍ୱାରା ବିପୁଳ ପରିମାଣରେ ବାଣ ଜବତ କରାଯାଇଛି ବୋଲି ଶୁକ୍ରବାର ଜଣାପଡ଼ିଛି। ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା…
Read More...

ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା :  ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି. ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଚ୍ଛାଗ୍ରହ' ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର…
Read More...

ଗଛରେ ଚଢି ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ରାଉରକେଲାର ଗଜପତି ମାର୍କେଟ ନିକଟରେ ଏକ ଗଛରେ ଚଢି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁରୁବାର ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ରମେଶ ରାଉତ । ବ୍ୟକ୍ତିଙ୍କ ଆତ୍ମହତ୍ୟା ନେଇ ଅଗ୍ନିଶ୍ରମ…
Read More...

ଆଇଜିଏଚର ଜଣେ ଅବସର ପ୍ରାପ୍ତ ଡାକ୍ତରାଣୀଙ୍କର କରୋନା ଜନିତ ମୃତ୍ୟୁ

ରାଉରକେଲା : ରାଉରକେଲା ଆଇଜିଏଚର ଜଣେ ଅବସର ପ୍ରାପ୍ତ ଡାକ୍ତରାଣୀଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ବୁଧବାର ଜଣାପଡ଼ିଛି। ହେଲେ ମେରୀ ବାରା (ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର)। ତାଙ୍କର ଜୟପ୍ରକାଶ…
Read More...