Browsing Tag

rengalicamp news

ସମସ୍ୟା ଘେରରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ଦକ୍ଷତାର ମାନ ବୃଦ୍ଧି ତଥା ଏକ ଚାପ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କୁ ଅନେକ ପ୍ରକାର ତାଲିମ ଦିଆଯାଉଛି ।…
Read More...

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆମରଣ ଅନଶନ

ରେଙ୍ଗାଲିକ୍ୟାମ୍ପ : ଜମି ପଟ୍ଟା ଓ ଆବାସ ଗୃହ ଦାବି ନେଇ ଚାଲିଥିବା ମହିଳାଙ୍କ ଆମରଣ ଅନଶନର ଦ୍ଵିତୀୟ ଦିବସରେ ବରଗଡ଼ ଉପଜିଲ୍ଲାପାଳ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ମନାପଡ଼ା ଓ ଝୁପୁଡ଼ି ପଡ଼ାରେ ରହୁଥିବା…
Read More...

କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା ; ଜାତୀୟ ରାଜପଥକୁ ଅଚଳ କଲା ଅତାବିରା କୋଶଳସେନା

ରେଙ୍ଗାଲିକ୍ୟାମ୍ପ : ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ସେନା  ପକ୍ଷରୁ  ଓଡ଼ିଶା ବନ୍ଦ ଡାକରା  ଦିଆଯାଇଥିଲା । ଅତାବିରା କୋଶଳ ସେନାର ଜିଲ୍ଲା ସମ୍ପାଦକ  ବିରବଲ୍ ମହାକୁରଙ୍କ  ଆହ୍ବାନ କ୍ରମେ ହୋଇଥିବା…
Read More...

“ସ୍ୱାୟତ୍ତ ଶାସନ ଦିବସ “ର ମହତ୍ତ୍ଵ ପ୍ରତିପାଦନ କରେ ଏନ୍ ଏ ସି ର ବିକାଶ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ  ଜୟକୃଷ୍ଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ । ଏହି ଅବସରରେ ଏନ୍ ଏ ସି ଅଧ୍ୟକ୍ଷା ଜାତୀୟ ପତାକା…
Read More...

ସୁନା ଗହଣା ,ସ୍କୁଲରୁ ଚାଉଳ ଚୋରି ଘଟଣା ; ଡକାୟତ ଦଳ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସର ନିରନ୍ତର ପ୍ରୟାସ ଓ ଉଦ୍ୟମ ଫଳରେ ଗୋଟିଏ ପରେ ଗୋଟିଏ ଡକାୟତ ଦଳ ଧରାପଡୁଛନ୍ତି । ଗତକାଲି ପୁଣି ଏକ ଡକାୟତ ଦଳ ଧରାପଡ଼ି କୋର୍ଟ ଚାଲାଣ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା…
Read More...

ଅତାବିରା ମହାବିଦ୍ୟାଳୟର ସଫଳତା

ରେଙ୍ଗାଲିକ୍ୟାମ୍ପ : ଅତାବିରା ମହାବିଦ୍ୟାଳୟର ଯୁକ୍ତ ଦୁଇ ରେ ଶତ ପ୍ରତିଶତ ଫଳାଫଳ ହେବ। ପରେ ଏବେ ପ୍ରାଣୀ ବିଜ୍ଞାନ ବିଭାଗରେ ଛାତ୍ରୀଙ୍କ କୃତିତ୍ୱ ଲାଭ । ଗୋଟିଏ ପରେ ଗୋଟିଏ ସଫଳତା ଯୋଗୁ ଅଞ୍ଚଳର ଛାତ୍ର ଛାତ୍ରୀ ତଥା…
Read More...

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଲୀଳା ଖେଳାରେ ଉଛୁଳିଲା ଭଗବାନ କଲୋନୀ

ରେଙ୍ଗାଲିକ୍ୟାମ୍ପ :  ସର୍ବତ୍ର ପାଳିତ ହୋଇଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଦିନକୁ ଅତି ହର୍ଷ ଉଲ୍ଲାସରେ ପ୍ରତି ଘରେ ପ୍ରତି ଗ୍ରାମରେ ପାଳିତ ହୋଇଛି । ଏହି ଅବସରରେ ଅତାବିରା…
Read More...

ଲରମ୍ଭା ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହା ବିଦ୍ୟାଳୟରେ ୫୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବି ନାରାୟଣ ପଣ୍ଡାଙ୍କ…
Read More...

ସମାଜ ପ୍ରଭାବ ; ରେଳ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା

ରେଙ୍ଗାଲିକ୍ୟାମ୍ପ : ଅତାବିରା ପାହାର  ଶ୍ରିଗୀଡା ରାସ୍ତାରେ ରହିଛି ସମ୍ବଲପୁର ଡିଭିଜନ ଅଧିନସ୍ଥ ଇଷ୍ଟ କୋଷ୍ଟ ରେଲୱେ ର ସିଗ୍ନାଲ ରୁମ୍ । ଚାରି ବର୍ଷ ପୂର୍ବେ ଯେତେବେଳେ ଦୁଇ ଥ।କିଆ ରେଳ ରାସ୍ତାର ନିର୍ମାଣ…
Read More...

ଖୁଣ୍ଟୁଲିପାଲି ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ରେଙ୍ଗାଲିକ୍ୟାମ୍ପ : ଶିଶୁ ମାନଙ୍କ ଭିତରେ ସୃଜନ ଶକ୍ତିର ବିକାଶ ସହିତ ନୂତନ ଜ୍ଞାନ କୌଶଳ ଦ୍ଵାରା ଉପସ୍ଥିତ ସମସ୍ୟା ଗୁଡ଼ିକର ସମାଧାନ କରିବାର ମହାନ୍ ଉଦ୍ଦେଶ୍ୟ ନେଇ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ…
Read More...