Browsing Tag

rengali

ଗାନ୍ଧୀ ଜୟନ୍ତୀ ଅବସରରେ ୱେବିନାର: ପଶ୍ଚିମ ସୁବର୍ଣ୍ଣପୁରରେ ଅନ୍ତର୍ଜାତୀୟ ସହଯୋଗ, ସହାୟତା ଓ ଗବେଷଣା କେନ୍ଦ୍ର…

ରେଙ୍ଗାଲି: ବିଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ କାମ ଧନ୍ଦା ଆଶାରେ ଯାଇ ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେଉଛନ୍ତି। ବିଶେଷକରି କରୋନା ମହାମାରୀ ସମୟରେ ହୋଇଥିବା ଦେଶବ୍ୟାପି ତାଲାବନ୍ଦ ଯୋଗୁଁ ଆମ…
Read More...

ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟ; ଭିନ୍ନକ୍ଷମ ବୃଦ୍ଧଙ୍କୁ ମିଳିଲା ଆଶାବାଡି

ରେଙ୍ଗାଲି: କିଲାସମା ପଞ୍ଚାୟତ ଅନ୍ତର୍ଗତ ଝରଘାଟୀ ଗ୍ରାମର କଏରା ପ୍ରଧାନ(୭୪) ଦୀର୍ଘ ଦିନ ହେବ ତାଙ୍କର ଦୁଇ ଗୋଡ ଭାଙ୍ଗି ଯାଇଥିବାରୁ ଚଲା ବୁଲା କରିବାରେ ବହୁତ କଷ୍ଟ ପାଉଥିଲେ। ଦୁଇଟି ବାଉଁଶ ଠେଙ୍ଗା ଧରି ବହୁ କଷ୍ଟରେ…
Read More...

ଆବାସ ଯୋଜନା ବାଟବଣା; ଭଙ୍ଗାଦଦରା ଘର ଉପରେ ପଲିଥିନ ଢାଙ୍କି ରହୁଛନ୍ତି ବୃଦ୍ଧ ଦମ୍ପତି

ରେଙ୍ଗାଲି: ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ଏବଂ ଅସହାୟ ପରିବାରଙ୍କୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ମୋ କୁଡିଆ ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ତେବେ ଏତେ…
Read More...

ବିଶିଷ୍ଟ ସମାଜସେବୀ ଭାଗବତ ନନ୍ଦଙ୍କ ବିୟୋଗରେ ଶୋକ 

ରେଙ୍ଗାଲି: ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ ରେଙ୍ଗାଲି ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସଂଘର ସଭାପତି ହରିହର ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ହିଣ୍ଡାଲକୋ ଇଞ୍ଜିନିୟର ତିଆରି କଲେ କରୋନା ଯୋଦ୍ଧା ‘ରୋବୋଟିକ୍ ନର୍ସ’

ରେଙ୍ଗାଲି: ହୀରାକୁଦ ସ୍ଥିତ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପର ବାସିନ୍ଦା ଆଶିଷ ମାହାଣା କରୋନା ମହାମାରୀରେ ଆକ୍ରାନ୍ତଙ୍କ ସେବା ଏବଂ ସହାୟତା ପାଇଁ ନିଜେ ଗବେଷଣା କରି ରୋବୋଟିକ୍…
Read More...

‘ସମାଜ’ ପ୍ରଭାବ: ରକ୍ତ କର୍କଟରେ ପୀଡିତ ବାଳକକୁ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ସହାୟତା

ରେଙ୍ଗାଲି: ଗତ ୧୭ ତାରିଖ ମଙ୍ଗଳବାର ଦିନ 'ସମାଜ'ରେ ପୁଅ ଚିକିତ୍ସା ପାଇଁ ଅଟୋ ବିକିଦେଲେ ବାପା ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେଲା ପରେ ରକ୍ତ କର୍କଟରେ ପୀଡିତ କୌଶଳ ଖର୍ସେଲର ବାପା ଅଜିତ…
Read More...

ଏନ୍‍ଏଲ୍‍ସି କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଆକ୍ରମଣ; ଅନେକ ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀର କୋଇଲା ଖଣିକୁ ପଶି ଗତକାଲି ଅପରାହ୍ନରେ ତଲବିରା ଗ୍ରାମର ଦଳେ ଯୁବକ ଖଣିରେ କାର୍ୟ୍ୟରତ ଇଞ୍ଜିନିୟର, ଅପରେଟର, ସୁରକ୍ଷା କର୍ମୀ,…
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସଂଗଠନର ଦାବି

ରେଙ୍ଗାଲି: ସାମାଜିକ ସଂଗଠନ ମହିଳା ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ “କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର”…
Read More...

ଦାବୀ ପୂରଣ ନହେଲେ ଏନ୍‍ଏଲ୍‍ସି କୋଇଲା ଖଣି ବିରୋଧରେ ୪ରୁ ଆନ୍ଦୋଳନ କରିବ ବିଜେପି  

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀ ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ବିସ୍ଥାପିତ /କ୍ଷତିଗ୍ରସ୍ତ/ପ୍ରଭାବିତ ପରିବାରର ନ୍ୟାଯ୍ୟ ଦାବୀ ପୂରଣ ପାଇଁ କମ୍ପାନୀ…
Read More...

ଜିଲ୍ଲାପାଳଙ୍କ ରେଙ୍ଗାଲି ଗସ୍ତ; କୋଭିଡ୍‍ କେୟାର ହୋମ୍‍ ପରିଦର୍ଶନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‍ ସକ୍ସେନା ଆଜି ରେଙ୍ଗାଲିଗସ୍ତରେ ଆସି ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁ ଏବଂ ତହସିଲଦାର ସୁନିଲକୁମାର ମେହେରଙ୍କ ସହିତ ରେଙ୍ଗାଲି ସ୍ଥିତ କୋଭିଡ୍‍ ହୋମ୍‍ ପରିଦର୍ଶନ କରି…
Read More...