Browsing Tag

rengali camp

ଅତାବିରାରେ ବେଆଇନ ମଦ ବିକ୍ରି, ଜୁଆ ଓ ସଟ୍ଟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବରୁ ଦାବି କରାଯାଇ ଆସୁଥିବା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ…
Read More...

ଟାଟା ପାୱାରର ମନମୁଖୀ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଆଦାୟ ପ୍ରତିବାଦରେ କଂଗ୍ରେସର ରାଜ୍ୟପାଳଙ୍କୁ ଦାବିପତ୍ର

ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀର ତାଣ୍ଡବ ଲୀଳାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ‘ଟାଟା ପାୱାର'ର ଅହେତୁକ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଲୋକଙ୍କ ଆର୍ଥିକ…
Read More...

୪୧ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ଦଳର ଜନସେବା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ନିରୋଜ ବାରିକଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଏକ…
Read More...