Browsing Tag

rengali

ଅଞ୍ଚଳରେ ଥମୁନି ମୃତ୍ୟୁର ଝଡ଼: ପନ୍ଦର ଦିନରେ ତିନି ହତ୍ୟା, ଆଜି ପୁଣି ଏକ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲି କ୍ୟାମ୍ପ: ହତ୍ୟା ପରେ ହତ୍ୟା, ମୃତ୍ୟୁ ପରେ ମୃତ୍ୟୁ। ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଇଛି ଅପରାଧ ଜନିତ ମୃତ୍ୟୁର ବିଭୀଷିକା। ଗତକାଲିର ଏକ ହତ୍ୟା ଘଟଣା ଲୋକଙ୍କ ମନରୁ ଏଯାଏଁ ଲିଭି ନ ଥିବା ବେଳେ ଆଜି ପୁଣି ଏକ…
Read More...

ଦୀର୍ଘଦିନ ପରେ ଦେଖିବାକୁ ମିଳିବ ପୁଲିସ ଶୃଙ୍ଖଳାର ଝଲକ

ରେଙ୍ଗାଲି: ବରଗଡ ଜିଲ୍ଲା ଅତାବିରାଠାରେ ଆଗକୁ ଦେଖିବାକୁ ମିଳିବ ଅଞ୍ଚଳରେ ଚାଲିଥିବା ଅନୈତିକ କାର୍ୟ୍ୟ ଉପରେ ପୋଲିସ ଶୃଙ୍ଖଳାର ଝଲକ ଏକ୍ସନ ମୁଡ଼। ପ୍ରତିଶୃତି ଦେଲା ସ୍ଥାନୀୟ ପ୍ରଶାସନ। ସୂଚନା ଅନୁସାରେ, ଗତ…
Read More...

ଏନ୍ଏଲସି ବାହ୍ୟ ନିଯୁକ୍ତିକୁ ନେଇ ଆନ୍ଦୋଳନ

ରେଙ୍ଗାଲି: ଖିଣ୍ଡା ସ୍ଥିତ ଏନଏଲସି କମ୍ପାନୀର ତଲାବିରା (୨)ଏବଂ (୩)ରେ ବାହାର ଅଞ୍ଚଳର ୧୦ ଜଣଙ୍କୁ ନିଯୁକ୍ତି ଦିଆଯିବାକୁ ବିରୋଧ କରି ଆଜି ସୁରେନ୍ଦ୍ର ଶ୍ରମିକ ସଂଘ ଏବଂ ଗ୍ରାମବାସୀ ପକ୍ଷରୁ ତୀବ୍ର ବିରୋଧ…
Read More...

ରେଳ ଧାରଣାରେ କଟି ବୃଦ୍ଧ ମୃତ

ରେଙ୍ଗାଲି: ସମ୍ବଲପୁର-ଝାରସୁଗୁଡା ରେଳପଥର ପଣ୍ଡଲୋଇ, ଚାରପଡା-ଲପଙ୍ଗା ମଝିରେ ଜନୈକ ବୃଦ୍ଧ ରେଳ ଧାରଣାରେ କଟି ମୃତ୍ୟୁ ବରଣ କରିଥିବା ରେଳବାଇ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ମୁତକର ବୟସ ପ୍ରାୟ ୬୦ ହେବ…
Read More...

ପୁରୁଣା ରାଞ୍ଚି ରୋଡରେ ଦୁର୍ଘଟଣା; ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲି: ସିନ୍ଦୂରପଙ୍କ ଛକରୁ ପରମାଣପୁର ଦେଇ ବାମରାକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରୋଡର ବାରଡୁଙ୍ଗୁରି ବନଦୁର୍ଗା ମନ୍ଦିର ପାଖରେ ଆଜି ରାତି ପ୍ରାୟ ୮ଟା ସମୟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ୍…
Read More...

ଏକ ନମ୍ବର ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନବୀନଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା

ରେଙ୍ଗାଲି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବାରୁ ବିଜୁ ଜନତା ଦଳ ନେତା ଏବଂ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି। ଆଜି ରେଙ୍ଗାଲି ମହାବୀର ଛକ ସ୍ଥିତ ହନୁମାନ…
Read More...

କୃଷି ଆଇନ ବାତିଲ୍ ଦାବୀରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତିର ବିକ୍ଷୋଭ

ରେଙ୍ଗାଲି: କୃଷି ଆଇନ୍ ବାତିଲ୍ କରିବା ଏବଂ ସଂଶୋଧିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ବାତିଲ୍ କରିବା ଦାବୀରେ ଆଜି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି/ସିପିଆଇ ପକ୍ଷରୁ ରେଙ୍ଗାଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେରେ ଥିବା ଗୁରୁପାଲିଠାରେ ଶନିବାର ରାତି ପ୍ରାୟ ୮ଟା ସମୟରେ ସଡକ ଦୁର୍ଘଟଣାରେ ଜନୈକ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ…
Read More...

ରେଙ୍ଗାଲିରେ ଧାନବାଦ-ଆଲ୍ଏପି ଏକ୍ସପ୍ରେସ ରହଣି ନ ହେଲେ ଆନ୍ଦୋଳନ ଚେତବାନୀ

ରେଙ୍ଗାଲି : ରେଙ୍ଗାଲି ଷ୍ଟେସନରେ ଧନବାଦ-ଆଲ୍ଏପି ଦ୍ରୁତଗାମୀ ଟ୍ରେନ୍ ରହଣିକୁ ରେଲବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଥିବାରୁ ରେଙ୍ଗାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି…
Read More...

ଦୁଇ ଏକର ଧାନ ଫସଲ ପୋଡି ପାଉଁଶ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ମୌଜାରେ ଥିବା ୨ଏକର ଜମିରେ ଭାଗିପାଲି ଗ୍ରାମର ଯଶୋବନ୍ତ ପଟେଲ ଓରଫ୍ ବୁଲୁ ଧାନ ଚାଷ କରିଥିଲେ। ଆଜି ମଧ୍ୟାହ୍ନରେ ଉକ୍ତ ଜମିରେ ଆକସ୍ମିକ ଭାବରେ…
Read More...