ଖସିଲା ମହାନଦୀ ଜଳସ୍ତର ; ଚୌଦ୍ୱାରର ବହୁ ଅଞ୍ଚଳକୁ ଜଳଯୋଗାଣ ବ୍ୟାହତ
ଚୌଦ୍ୱାର : ମହାନଦୀର ଜଳସ୍ତର ତଳକୁ ଖସି ଯାଇଥିବାରୁ ମଙ୍ଗଳବାର ଦିନ ଚୌଦ୍ୱାର ସହରାଞ୍ଚଳର ବହୁ ୱାର୍ଡ଼କୁ ଜଳଯୋଗାଣ ବ୍ୟାହତ ହୋଇଥିବା ଜଣା ପଡ଼ିଛି। ଗ୍ରୀଷ୍ମଋତୁ ହେତୁ ମହାନଦୀରେ ଜଳସ୍ତର ବହୁ ତଳକୁ ଖସି ଯାଇଛି। ଏଥି…
Read More...
Read More...