Browsing Tag

recovary rate

ଦେଶରେ ବଢ଼ୁଛି ଆରୋଗ୍ୟ ହାର: ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ୩.୫ଗୁଣ ଅଧିକ

ନୂଆଦିଲ୍ଲୀ: ଦେଶରେ ସୁସ୍ଥ ହାର ଦିନକୁ ଦିନ ବୃଦ୍ଧି ପାଉଛି । ଗତ  ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି ।…
Read More...