Browsing Tag

Rayagada

ଘାଟିରେ ପଛକୁ ଗଡିଲା ଆମ୍ବୁଲାନ୍ସ – ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ ବିପତ୍ତିରୁ ବର୍ତ୍ତିଲା

କଲ୍ୟାଣସିଂହପୁର - ପଛକୁ ଗଡିଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକଙ୍କ ଯୋଗୁଁ ବଡ ବିପଦରୁ ରକ୍ଷା ମିଳିଲା । ଏହି ଘଟଣା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଘଟିଛି । ରାସ୍ତାର ଦୂରାବସ୍ଥା, ବିଭିନ୍ନ ସମସ୍ୟା ପାଇଁ…
Read More...

ଗୁରୁମଗୁଡା ହତ୍ୟାକାଣ୍ଡରେ ଜଣକୁ ଗିରଫ କଲା ଚାନ୍ଦିଲି ପୁଲିସ

ଜେକେପୁର: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନ କନ୍ଧ ମାଲିଗାଁ ପଞ୍ଚାୟତ ଗୁରୁମଗୁଡା ଗ୍ରାମରେ ହୋଇଥିବା ହଟ୍ୟାକାଣ୍ଡରେ ଅଭିଯୁକ୍ତ ସିରିପିଲି ନାଗାକୁ ଗିରଫ କରିବାରେ ସକ୍ଷମ ହୋଇଛି ଚାନ୍ଦିଲି ପୁଲିସ । ଘଟଣାରୁ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ…
Read More...

ଶିଶୁଯତ୍ନ ଅନୁଷ୍ଠାନର ୨୪ ଶିଶୁ ଓ ୩ କର୍ମଚାରୀ କରୋନା ପଜିଟିଭ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ ଜବରଗୁଡା ଗ୍ରାମଠାରେ ଥିବା ସେବା ସମାଜ ଶିଶୁଯତ୍ନ ଅନୁଷ୍ଠାନର ୨୪ ଜଣ ବାଳିକା ଶିଶୁ ଓ ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଆଜି ଜିଲ୍ଲା…
Read More...

ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ପ୍ରତିଭା

ଗୁଣୁପୁର : ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଚମ୍ପିଆନସିପ୍ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ଆଦିବାସୀ କ୍ରିଡା ପ୍ରତିଭା । ରାୟଗଡା ଜିଲ୍ଲା ଗୁଣୁପୁରର କ୍ରୀଡା ପ୍ରତିଭା ଉତମ ପ୍ରଦର୍ଶନ କରି ଛଅଟି ଗ୍ରୁପ୍ ମଧ୍ୟରୁ ତୃତୀୟ…
Read More...

ପୋଖରୀରେ ବୁଡ଼ି ଜଣେ ମୃତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଗ୍ରାମ ନିକଟସ୍ଥ ସିଙ୍ଗାରାମ ରେଳ ଷ୍ଟେସନ ପାଖରେ ଥିବା ଏକ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ…
Read More...

ବ୍ୟାଡମିଣ୍ଟନ କୋର୍ଟ ଉଦ୍ଘାଟିତ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ର ଦୁର୍ଗମ ପୁଟାସିଂ ତଥା ପୂର୍ବଘାଟ ପର୍ବତମାଳାର ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ବ୍ୟାଡମିଣ୍ଟନ କୋର୍ଟ କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ…
Read More...

ରାୟଗଡାରେ କରୋନା ସମ୍ପର୍କିତ ସଚେତନତା ରଥର ପ୍ରଚାର ଅଭିଯାନ ସମାପନ

ରାୟଗଡା : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ରାୟଗଡା ଜିଲାରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା କରୋନା ସଚେତନତା କାର୍ୟ୍ୟକ୍ରମ ଗତ…
Read More...

ସିରିଝୁଲି ପଞ୍ଚାୟତବାସୀଙ୍କ ପିଛା ଛାଡ଼ୁନି କରୋନା, ବିଜୟପୁର ପରେ ରେଙ୍ଗାଳପଦର ପାଳି

ରାୟଗଡ଼ା: କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ରାୟଗଡ଼ା ଜିଲାରେ ଦିନକୁ ଦିନ ବିସ୍ଫୋରକ ସ୍ଥିତିରେ ଆଗକୁ ମାଡି ଚାଲିଛି ସଂକ୍ରମଣ। ଗୁଣୁପୁର ବ୍ଲକର ସିରିଝୁଲି ପଞ୍ଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମ କରୋନା ହଟସ୍ପଟ…
Read More...

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ୍‌, ବର୍ତ୍ତିଲେ ଯାତ୍ରୀ

କାଶୀପୁର: ରାୟଗଡା ଜିଲା କାଶୀପୁର ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଶୀପୁର ମୁଖ୍ୟ ରାସ୍ତାରେ ଆସୁଥିବା ଏହି ଘରୋଇ ବସ୍‌…
Read More...