Browsing Tag

rathyatra

ରଥଯାତ୍ରା ମାମଲା: ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ପୁରୀ/ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ରିଟ୍‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର…
Read More...

ସମ୍ବଲପୁରର ରଥଯାତ୍ରା

ରଥଯାତ୍ରା ସାଧାରଣତଃ ଦେଶର ଅନେକ ସ୍ଥାନରେ ପାଳନ କରାଯାଏ। ତନ୍ମଧ୍ୟରୁ ସମ୍ବଲପୁରର ରଥଯାତ୍ରା ଅନ୍ୟତମ। ସମ୍ବଲପୁରର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା…
Read More...

ତିନି ଠାକୁରଙ୍କ ତିନି ରଥ ଓ ଏହାର ବିଶେଷତ୍ବ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ତିନି ଗୋଟି ରଥ ପ୍ରତ୍ୟେକବର୍ଷ ନିର୍ମାଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଥାଏ।…
Read More...

ଭିନ୍ନ ନାମରେ ରଥଯାତ୍ରା

ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ଆହୁରି ଅନେକ ନାମରେ ପରିଚିତ। ଆସନ୍ତୁ ଜାଣିବା ରଥଯାତ୍ରାର ବିଭିନ୍ନ ନାମ - -ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ…
Read More...

ରଥରେ ପ୍ରଥମ ଭୂଇଁ ଉଠିଲା

ପୁରୀ : ନିର୍ମାଣାଧୀନ ରଥରେ ରବିବାର ପ୍ରଥମ ଭୂଇଁ ଉଠିଛି। ଦ୍ବିତୀୟ ଭୂଇଁ ପ୍ରସ୍ତୁତ ହୋଇ ରହିଛି। ତୃତୀୟ ଭୂଇଁ ନିମନ୍ତେ ଚଉତା କାର୍ଯ୍ୟ ଚାଲିଛି। ଏହାପରେ ଚଉଦ ନାହାକା ଉଠିବ ବୋଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ…
Read More...

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରିତେଲ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗଡୁ ଜଳରେ ସ୍ନାନପରେ ଜ୍ବରରେ ପୀଡିତ ଦାରୁବ୍ରହ୍ମଙ୍କୁ ଶନିବାର ଫୁଲୁରି ତେଲ ଲାଗି କରାଯାଇଛି। ଏହାପରେ ଶ୍ରୀଜୀଉଙ୍କ ଜ୍ବରପୀଡା ଲାଘବ ହେବା ବିଶ୍ବାସ ରହିଛି। ଘଣାପେଡ଼ା ରାଶିତେଲରେ…
Read More...

ଅଣସର ପିଣ୍ଡିରେ ମହାପ୍ରଭୁ ; ରତ୍ନ ସିଂହାସନରେ ପଟିଦିଅଁ

ପୁରୀ : ୧୦୮ଗଡୁ ଜଳରେ ସ୍ନାନପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ପଟ୍ଟିଦିଅଁ ପୂଜା। ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ,…
Read More...

ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଏଥିପାଇଁ ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର…
Read More...

୩୩ ବର୍ଷର ଭିନ୍ନ ପରମ୍ପରା…… : ସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା, ଦିନକ ପରେ ବାହୁଡ଼ା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗ୍ରାମରେ ପୂର୍ବବର୍ଷ ମାନଙ୍କ ପରି ସୋମବାର ଦେବସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବାହୁଡ଼ା ଯାତ୍ରା…
Read More...

ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି । ପବିତ୍ର ଦେବସ୍ନାନ…
Read More...