Browsing Tag

rathayatra update

ବଡଦାଣ୍ଡରେ ଗଡୁଛି ରଥ

ପୁରୀ : ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି କରୋନା କଟକଣା ମଧ୍ୟରେ ପାଳନ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଓ ଗଜପତି ଦର୍ଶନ କରିବା ପରେ ହୋଇଥିଲା ଛେରା ପହଁରା…
Read More...

ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି : ଗଜପତି ମହାରାଜାଙ୍କ ଦ୍ୱାରା ହେଉଛି ଛେରା ପହଁରା ନୀତି

ପୁରୀ : ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଜପତି…
Read More...

ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ କେହି ରଥକୁ କରିବେ ନାହିଁ ଦର୍ଶନ

ପୁରୀ : ପାଖେଇ ଆସୁଛି ରଥଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି କଟକଣା ମଧ୍ୟରେ ସେବାୟତଙ୍କ ଦ୍ୱାରା ରଥଟଣା ଯିବ। ଏଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ। ଆସନ୍ତା ୧୧ ତାରିଖରୁ ୧୩ ତାରିଖ ଯାଏଁ…
Read More...