Browsing Tag

Rajya sabha

୫୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ପୂରିଲା

ନୂଆଦିଲ୍ଲୀ : ରାଜ୍ୟସଭାର ୫୪ ସାଂସଦଙ୍କ କାର୍ଯ୍ୟକାଳ ବୁଧବାର ସୁଦ୍ଧା ପୂରିଯାଉଛି। ଅବସର ନେଉଥିବା ଏହି ସାଂସଦଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ସମେତ ଦୁଇ…
Read More...

ଗଣତନ୍ତ୍ରର ଚର୍ଚ୍ଚା ହେଲେ ମନମୋହନ ସିଂ ନିଶ୍ଚିତ ମନେପଡିବେ-ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଗୁରୁବାର ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ…
Read More...

ରାଜ୍ୟସଭାରେ ଆଗତ ହେଲା ଜିଏସଟି ସଂଶୋଧନ ବିଧେୟକ

ଡେସ୍କ: ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ - ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ। ଏହା…
Read More...

ସାଂସଦ ହେଲେ ପୂର୍ବତନ ବିଚାରପତି ଗୋଗୋଇ, ଶପଥପାଠ ଉତ୍ସବରେ ବିରୋଧୀଙ୍କ ହଟ୍ଟଗୋଳ

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଗୁରୁବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଇଂରାଜୀ ଭାଷାରେ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବା ପରେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍.…
Read More...

ରାଜ୍ୟସଭା ନିର୍ବାଚନ: ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏହି ୪…
Read More...

ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି ଜାରି: ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୨୬ରେ ଓଡ଼ିଶାରୁ ଖାଲିପଡ଼ୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଆଜିଠାରୁ ପ୍ରାର୍ଥୀମାନେ ସେମାନଙ୍କ…
Read More...