ଗୁଳି ଖାଇ ମଧ୍ୟ ବଞ୍ଚିଲେ କନେଷ୍ଟବଳ; ବୁଲେଟପ୍ରୁଫ୍ ଜ୍ୟାକେଟ ନୁହେଁ ପର୍ସ ବଞ୍ଚାଇଲା ଜୀବନ
ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଫିରୋଜାବାଦରେ ହୋଇଥିବା ହିଂସାରେ ଜଣେ କନେଷ୍ଟବଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶନିବାର ହିଂସାର ୧୫ ଘଣ୍ଟା ପରେ ଯେତେବେଳେ କନେଷ୍ଟବଳ ନିଜର ପୁଲିସ ପୋଷାକ ଓହ୍ଲାଇଲେ…
Read More...
Read More...