Browsing Tag

puri

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସୋମବାର ଦଶମୀ ତିଥିରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆପାତତଃ ଅପରାହ୍ନ ୪ଟାରୁ ରାତି ୮ଟା…
Read More...

ପୁରୀରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ନାବାଳକ ସମେତ ୨ ଗିରଫ

ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମଙ୍ଗଳାଘାଟ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ମିଳିତ ଭାବେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ…
Read More...

ରାତିଅଧରେ ଶ୍ରୀମନ୍ଦିରରେ ପଶିଲେ; ରୋଷଶାଳା ଚୁଲି ଭାଙ୍ଗିଲେ

ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି…
Read More...

ପୁରୀରେ ଶୁଦ୍ଧ ନିରାମିଷ କାଫେଟେରିଆ ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ପୁରୀ: ପୁରୀ ସ୍ୱର୍ଗଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିବାକୁ ନିଷ୍ପତ୍ତି ନେଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ…
Read More...

ବାଜୁଥିଲା ଡିଜେ ନଥିଲେ ବରଯାତ୍ରୀ – ବାହା ହେବାକୁ ଆସି ହଟ ହଟା ହେଲା ନକଲି ବର

କଣ୍ଟାବାଞ୍ଜି - ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖଗସା ପଞ୍ଚାୟତ ସାଲେପଡା ଗ୍ରାମର ଜଣେ ଯୁବକ ଛଦ୍ମନାମରେ ନିଜକୁ ପ୍ରକାଶ ସାହୁ ବୋଲି ପରିଚୟ ଦେଇ ବିବାହ କରିବାକୁ ଯାଉଥିବା ବେଳେ ଧରାପଡି ଜେଲ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ – ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗୁଣପୁର -ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କ। ଲାଞ୍ଚ ନେଉଥିବାବେଳେ ଗତ ୨ ତାରିଖରେ ଭିଜିଲାନସ୍‌ ହାତରେ ରାୟଗଡା ଜିଲା ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଧରା ପଡିଥିଲେ । ଏ ତାଙ୍କୁ ବୁଧବାରରେ ରାଜ୍ୟ…
Read More...

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର - ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
Read More...

ନବରଙ୍ଗପୁର ଓ ଉମରକୋଟ ପୌରନିର୍ବାଚନ ପାଇଁ ୫୬ଟି ବୁଥରେ ପହଁଚିଲେ ପୁଲିଂ ପାର୍ଟି

ନବରଙ୍ଗପୁର : ନବରଙ୍ଗପୁର ଓ ଉମେରକୋଟ ପୌରପରିଷଦରେ ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁଲିଂ ପାର୍ଟି ମାନେ ବୁଥ ରେ ପହଂଚି ସାରିଛନ୍ତି ।…
Read More...

ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା; ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି

ପୁରୀ: ଆସନ୍ତାକାଲି ଦୀପାବଳିରେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା…
Read More...

ଅସୁରକ୍ଷିତ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଅସୁରକ୍ଷିତ ଘୋଷଣା ପରେ ଆଜି ଏହାର ଭଙ୍ଗା କାମ ଆରମ୍ଭ ହୋଇଛି। ରବିବାର ପାଇଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୁଲିସ…
Read More...