Browsing Tag

puja

ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ

କଟକ : ରବିବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସ ମହାପଞ୍ଚୁକର ତୃତୀୟ ଦିନ ଓ ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା। ଏଥିପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ବଡ଼ସିଂହାର ରୂପରେ…
Read More...

ମନସ୍କାମନା ପୂରଣ ପାଇଁ ପ୍ରଭୁଙ୍କୁ କରନ୍ତୁ ଏହି ଉପାୟରେ ପୂଜାର୍ଚ୍ଚନା

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ମା’କାଳୀଙ୍କ ପୂଜା ଅବସରରେ ଚଳଚଞ୍ଚଳ ବୀରଗୋବିନ୍ଦପୁର; ସନ୍ଧ୍ୟାରେ ଭସାଣ ଉତ୍ସବ

ସୁଆଣ୍ଡୋ: ମା’କାଳୀଙ୍କ ପୂଜା ଅବସରରେ ବୀରଗୋବିନ୍ଦପୁର ଗ୍ରମାରେ ମା’ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରିବାକୁ ସକାଳୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବର୍ତ୍ତମାନ ମା’ଙ୍କ ସାହାଣ ମେଲା ଦର୍ଶନ…
Read More...

ନବରାତ୍ର ଅବସରରେ ଭ୍ରମଣ ପାଇଁ ଯାଆନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂହପୁର ଥିବା ମା’ସାରଳାଙ୍କ ମନ୍ଦିର ଅନ୍ୟତମ। ମା’ ସାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ନବରାତ୍ର ,…
Read More...

ଆଜି ହେଉଛି ପବିତ୍ର ମହାଷଷ୍ଠୀ ; ନୂଆ ରୂପ ରଙ୍ଗରେ ସଜେଇ ହୋଇଛି ପୂଜାମଣ୍ଡପ

ଭୁବନେଶ୍ୱର : ପାର୍ବଣର ପରଶରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ଆଜି ହେଉଛି ପବିତ୍ର ମହାଷଷ୍ଠୀ। ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ସ୍ୱୟଂ ଦଶଭୂଜା। ନୂଆ ରଙ୍ଗ, ରୂପରେ ସଜେଇ ହୋଇଛି ସମସ୍ତ ପୂଜାମଣ୍ଡପ। ଆକର୍ଷଣୀୟ…
Read More...

ଜାଣନ୍ତୁ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣର ନିୟମ ଓ କାରଣ

ସମସ୍ତ ଗ୍ରହ ମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ବିଭିନ୍ନ କାରଣ ହେତୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ…
Read More...

ଜାଣନ୍ତୁ କେଉଁ ବାରରେ କି ଭୋଗ କଲେ ମିଳେ ଶୁଭଫଳ

ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ସ୍ୱତନ୍ତ୍ର ବିଧି । ନିୟମିତ ମିଶ୍ରି ,ଫଳ ଆଦି ଭୋଗ ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ…
Read More...

ଭୂମିରେ ସିଧାସଳଖ ରଖନ୍ତୁ ନାହିଁ ଏହିସବୁ ଜିନିଷ

ପୂଜାର୍ଚ୍ଚନାରେ ବ୍ୟବହାର ହେଉଥିବା ପ୍ରତ୍ୟେକ ସାମଗ୍ରୀ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ଅଟେ। ଶାସ୍ତ୍ର ଅନୁଯାୟୀ ଏହି ବ୍ୟବହୃତ ସାମଗ୍ରୀକୁ ସିଧାସଳଖ ଭୂମି ଉପରେ ରଖିବା ଉଚିତ ନୁହେଁ। ଅର୍ଥାତ ବିନା ଆସନରେ ଏହାକୁ ଭୂମିରେ…
Read More...

କେଉଁ ମନସ୍କାମନା ପାଇଁ କେଉଁ ଠାକୁରଙ୍କୁ କରିବେ ପୂଜାର୍ଚ୍ଚନା ….

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ଜାଣନ୍ତୁ , ପୂଜାରେ ସଂକଳ୍ପର ବିଶେଷତ୍ୱ ବିଷୟରେ

ଯେକୌଣସି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ସଂକଳ୍ପ କରାଯାଏ। ଏହା ପୂଜାର ଏକ ବିଶେଷ ନିୟମ ଅଟେ। ପୂଜା କରିବା ପୂର୍ବରୁ ସଂକଳ୍ପ ନ କରିବା ଦ୍ୱାରା ପୂଜାର ପୁଣ୍ୟ ଫଳ ପ୍ରାପ୍ତି ହୋଇନଥାଏ। ତେଣୁ…
Read More...