Browsing Tag

protest

ଭୂମିହୀନଙ୍କୁ ଭୂମି ଓ ଗୃହ ଯୋଗାଇଦେବା ଦାବୀ ନେଇ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ୧୧ଟି ୱାର୍ଡର ଭୂମିହୀନମାନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବୀ ନେଇ ନବରଙ୍ଗପୁର ପୌରପାଳିକା ବସ୍ତି ବାସିନ୍ଦା ମହାସଂଘ ପୌରପାଳିକା କାର୍ଯ୍ୟାଳୟ ଘେରାଉ…
Read More...

କୃଷି ଆଇନ ବାତିଲ୍ ଦାବୀରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତିର ବିକ୍ଷୋଭ

ରେଙ୍ଗାଲି: କୃଷି ଆଇନ୍ ବାତିଲ୍ କରିବା ଏବଂ ସଂଶୋଧିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ବାତିଲ୍ କରିବା ଦାବୀରେ ଆଜି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି/ସିପିଆଇ ପକ୍ଷରୁ ରେଙ୍ଗାଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...

କୃଷି ଆଇନ ଉଚ୍ଛେଦ ଦାବୀରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା 

ବୌଦ୍ଧ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ତିନୋଟି କୃଷି ଆଇନକୁ କଳା ଆଇନ କହିବା ସହ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇ ଏହି ଆଇନକୁ ଉଚ୍ଛେଦ କରିବାକୁ ଦାବୀ ହୋଇଆସୁଛି।…
Read More...

ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ୧୦ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂରସଂଘ ତରଫରୁ ଆଜି ନବରଙ୍ଗପୂୁର ବ୍ଳକସ୍ତରୀୟ ଆନ୍ଦୋଳନ କରାଯାଇଥିଲା। ଏହିଅବସରରେ ଶୋଭାଯାତ୍ରାରେ ଆସି ବିଡିଓଙ୍କର…
Read More...

ଓଡ଼ିଶା କୃଷକ ସଭା ପକ୍ଷରୁ ବିକ୍ଷୋଭ

ପାଟଣା: ଓଡ଼ିଶା କୃଷକ ସଭା ପକ୍ଷରୁ ଆଜି ସାହାରପଡ଼ା ବ୍ଲକ୍ ମୁଖ୍ୟାଳୟରେ ପ୍ରତିବାଦ ସଭା ସହ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କୃଷିବିଲ ଆଦି ବିରୋଧରେ ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରାଇବା ପାଇଁ ନିବେଦନ…
Read More...

ପଶ୍ଚିମ ଓଡ଼ିଶା ବାଜା ମାଲିକ ସଂଘ ତରଫରୁ ଦାବି ପୂରଣ ପାଇଁ ବିକ୍ଷୋଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବାଜା ମାଲିକ ସଂଘ ତରଫରୁ ମଙ୍ଗଳବାର ବିଭିନ୍ନ ଦାବି ପୂରଣ ସକାଶେ ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ ରାଜସ୍ୱ…
Read More...

ପାନୀୟ ଜଳ ଯୋଗାଣ ଦାବୀରେ ଗ୍ରାମବାସୀଙ୍କ ବିକ୍ଷୋଭ

ବୌଦ୍ଧ : ବୌଦ୍ଧ ଜିଲାରେ ପାନୀୟଜଳ ଯୋଗଣ ସବୁ ଗ୍ରାମରେ ପହଞ୍ଚି ନଥିବାବେଳେ ଯେଉଁ କିଛି ଗ୍ରାମକୁ ଜଳଯୋଗାଣ ହୋଇଛି , ତାହା ପୁଣି ଅଧପନ୍ତରିଆ ହୋଇ ପଡିଥିବା ଦେଖିବାକୁ ମିଳିଛି। ଯାହା ବୌଦ୍ଧ ଜିଲା ବାମଣ୍ଡା ପଞ୍ଚାୟତର…
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ, ଦାବିପତ୍ର ପ୍ରଦାନ

ଫୁଲବାଣୀ: ରାଷ୍ଟ୍ରୀୟ ଆଦିବାସୀ ଏକଦା ପରିଷଦ କନ୍ଧମାଳ ଜିଲା ଶାଖା ପକ୍ଷରୁ ଆଜି ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ମାଦିକୁନ୍ଦା…
Read More...

ବେଆଇନ ଶୌଚାଳୟ ଓ ଘର ନିର୍ମାଣକୁ ବିରୋଧ

କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗନ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସ କିଛିବର୍ଷ ପୂର୍ବେ ଭାଙ୍ଗିପଡିଥିଲା। ପରବର୍ତ୍ତି ସମୟରେ ଉକ୍ତ ସ୍ଥାନରେ ଜନୈକ ଠିକାଦାର ବିନା ଅନୁମତିରେ…
Read More...

ଭାରତ ବନ୍ଦ ପାଳନ ବେଳେ ବିଜେପି ନେତାଙ୍କ ସିଏଏ ସମର୍ଥନ ରାଲି, ଉଭୟ ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଗୋଟିଏ ପଟରେ ସିଏଏ ଏବଂ ଏନଆରସି ବିରୋଧରେ ଜାଫରାବାଦରେ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଆନ୍ଦୋଳନ ଚାଲୁଥିବା ବେଳେ ଅନ୍ୟପଟରେ ବିଜେପି ନେତା କପିଲ ମିଶ୍ରା ନିଜ କର୍ମୀଙ୍କ ସହ ସିଏଏ ସମର୍ଥନରେ ରାଲି ନେଇ…
Read More...