Browsing Tag

pm

ବାରାଣସୀରେ ପ୍ରଧାନମନ୍ତ୍ରୀ; ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଠାକୁ ଦିନିକିଆ ଗସ୍ତ କରିବା ସହିତ ଏଠାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଉତ୍ତର…
Read More...

ବାତ୍ୟା ୟସ୍‍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‍ର ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ୟସ୍‍ ଚଳିତ ମାସ ୨୬ ତାରିଖରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ…
Read More...

ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନକଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‍…
Read More...

ପ୍ରଶାସନିକ ସେବା ଅଧିକାରୀଙ୍କୁ ସଂସ୍କୃତି ଶିକ୍ଷା, ‘ମିଶନ୍‍ କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟର…

କେନ୍ଦ୍ର କ୍ୟାବିନେଟ୍‍ 'ମିଶନ୍‍ କର୍ମଯୋଗୀ - ପ୍ରଶାସନିକ ସେବା ଦକ୍ଷତା ବୃଦ୍ଧି ଜାତୀୟ କାର୍ଯ୍ୟକ୍ରମ'କୁ ଅନୁମୋଦନ କରିଛି। ଏହି ଯୋଜନା ପ୍ରଶାସନିକ ସେବା ଅଫିସରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମି ଯୋଗାଇବା…
Read More...

ଖେଳନା ହେଉ ସୃଜନଶୀଳତାର ମାଧ୍ୟମ, ଦେଶ ହେଉ ଆତ୍ମନିର୍ଭର – ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପ୍‍ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‍ ଅପ୍‍ ଫର୍‍ ଟଏଜ୍‍’ ଆହ୍ୱାନ କରୋନା ମହାମାରୀ ସମୟରେ ଛୋଟ ପିଲାମାନଙ୍କ ସମୟ କେମିତି କଟୁଥିବ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ କହିଛନ୍ତି।…
Read More...

ମନ୍‍ କି ବାତ୍‍, ଦେଶବାସୀଙ୍କ ଶୃଙ୍ଖଳିତ ମନୋଭାବକୁ ମୋଦୀଙ୍କ ପ୍ରଶଂସା

ଆମ ଦେଶରେ ପର୍ବପର୍ବାଣି ଓ ପ୍ରକୃତି ମଧ୍ୟରେ ନିବିଡ ସମ୍ପର୍କ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡ଼ିଓ ମାଧ୍ୟମରେ ୬୮ତମ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶରେ ବିଭିନ୍ନ ପର୍ବପର୍ବାଣି ସମୟ ଆସିଥିଲେ…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କଲା ଏହି ପଦ୍ଧତି, ଆପଣାଇବାକୁ ମୋଦୀ ଦେଲେ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କରୋନା ସହିତ ଲଢିବା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ…
Read More...

ପ୍ରଧାନମନ୍ତ୍ରୀଙ୍କ ଆହ୍ବନକୁ ସଫଳ କରିବା ପାଇଁ ତିହିଡି ବଜାରରେ ଦୀପ ବିକ୍ରି 

ତିହିଡି ; ଭଦ୍ରକ ଜିଲ୍ଲା ଅଧିନ ତିହିଡି ବଜାରରେ ରବିବାର ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବନରେ ଆଜି ରାତି ୯ଟାରେ ଲୋକେ ସେମାନଙ୍କ ଗୃହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବେ।…
Read More...

୧୬ ଘଣ୍ଟାରେ ବଦଳିଗଲା ମୋଦୀଙ୍କ ସୋସିଆଲ ମିଡିଆ ଛାଡିବା ନିଷ୍ପତ୍ତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଛାଡିବା ନେଇ ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବାକୁ ଯାଉନାହାଁନ୍ତି। ବରଂ ସେହି ମହିଳାମାନଙ୍କୁ ତାଙ୍କ ଆକାଉଣ୍ଟ…
Read More...

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ଚିନ୍ତା: ୧୯୦ନିୟୁତ ଡଲାରରେ ୨ ଅତ୍ୟାଧୁନିକ ବିମାନ କିଣିବ ଭାରତ

ୱାଶିଂଟନ୍‌ : ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନେବା-ଆଣିବା ପାଇଁ ଭାରତକୁ ଦୁଇଟି ଅତ୍ୟାଧୁନିକ ବିମାନ ଯୋଗାଇବାକୁ ଆମେରିକା ସମ୍ମତି ପ୍ରକାଶ କରିଛି। ଏ ସଂକ୍ରାନ୍ତ ୧୯୦ ନିୟୁତ ଡଲାର ବିନିମୟରେ ଆମେରିକା ଭାରତକୁ…
Read More...