Browsing Tag

pipili

ଚତୁର ଡ୍ରାଇଭର ଆଗରେ ଫେଲ ମାରିଲା ଡକାୟତି ଗ୍ୟାଙ୍ଗଙ୍କ ଯୋଜନା, ଗିରଫ ୮ ଡକାୟତି କୋର୍ଟଚାଲାଣ

ହରଭଙ୍ଗା : ଜଣେ ଚତୁର କାର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଆଗରେ ଫେଲ ମାରିଛି କୁଖ୍ୟାତ ଡକାୟତଙ୍କ ଅପରାଧିକ ଷଡଯନ୍ତ୍ର। ଏମିତି ଏକ ଫିଲ୍ମି ଷ୍ଟାଇଲ କାର ଅପହରଣ ଏବଂ ଡକାୟତଙ୍କ ଯୋଜନା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି…
Read More...

ଦୟା ଓ ଭାର୍ଗବୀ ବିପଦ ସଙ୍କେତ ଉପରେ

ପିପିଲି : ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଆଜି ବନ୍ୟା ଜଳ ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ଆହୁରି ବଢିବାର…
Read More...

ମଦଦୋକାନ ଲୁଟ୍‍ ଘଟଣାରେ ୩ ଗିରଫ, ଟଙ୍କା ଓ ବାଇକ୍‍ ଜବତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାରରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ଟଙ୍କା ଓ ବିଦେଶୀ ମଦ ଲୁଟ୍‍ ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ୩ଜଣ…
Read More...

ପିପିଲି: ୨ଦିନରେ ୬ ସଂକ୍ରମିତ

ପିପିଲି: ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ଦିନ ମଧ୍ୟରେ ପିପିଲି ଅଞ୍ଚଳରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପିପିଲି ପୌରାଞ୍ଚଳ…
Read More...

ସାତଶଙ୍ଖ ଦୋକାନ ପୋଡି ମାମଲା; ଦୋକାନ ମାଲିକ ଦୁଇ ଭାଇଙ୍କ ସମେତ ୩ ସହଯୋଗୀ ଗିରଫ

ପିପିଲି: ପିପିଲି ଥାନା ସାତଶଙ୍ଖ ବଜାର ସ୍ଥିତ ସାପ୍ତାହିକ ହାଟ ମଧ୍ୟରେ ଥିବା ଦୁଇଟି ହୋଲସେଲିଂ ଦୋକାନ ସମେତ ଏକ ଗୋଦାମରୁ ଶନିବାର ରାତିରେ ଚୋରି ହେବା ଓ ଗୋଦାମକୁ ନିଆଁ ଲଗାଇ ପୋଡି ଦିଆଯିବା ଘଟଣାର ପର୍ଦ୍ଦାଫାଶ…
Read More...

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀବେଶ

ପିପିଲି : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କରୋନା କଟକଣା ଯୋଗୁଁ…
Read More...

ଜିଲା ଅଭ୍ୟର୍ଥନା କେନ୍ଦ୍ରକୁ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି : ରାଜ୍ୟ ବାହାରୁ ଫେରୁଥିବା ପୁରୀ ଜିଲାର ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜର ଏମଟେକ୍‍ ବିଲ୍ଡିଂରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଜିଲା ଅଭ୍ୟର୍ଥନା କେନ୍ଦ୍ରକୁ ଆଜି ସ୍କୁଲ ଓ ଗଣଶିକ୍ଷା…
Read More...

କରୋନା ଯୋଦ୍ଧା ପୁଲିସ ଅଧିକାରୀଙ୍କୁ ବିଜେପିର ସଂବର୍ଦ୍ଧନା

ପିପିଲି : ମହାମାରୀ କରୋନା ମୁକାବିଲାରେ କାର୍ଯ୍ୟରତ ପିପିଲି ଥାନାର କରୋନା ଯୋଦ୍ଧା ପୁଲିସ ବାହିନୀକୁ ସୋମବାର ଜିଲା ବିଜେପି ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି । ପୁରୀ ଜିଲା ବିଜେପି ସଭାପତି ତଥା ପିପିଲି ବ୍ଲକ ପୂର୍ବତନ…
Read More...

କାଳବୈଶାଖୀରେ ଉଡିଗଲା ସ୍କୁଲ ଆଜବେଷ୍ଟସ

ପିପିଲି : କାଳବୈଶାଖୀ ପବନରେ ପିପିଲି ମିଶନ ୟୁପି ସ୍କୁଲର ଆଲୁମିନିୟମ ଆଜବେଷ୍ଟସ ସିଟ୍‍ ଉଡିଯାଇଛି । ବୁଧବାର ସଂନ୍ଧ୍ୟାରେ ପିପିଲି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପବନ ବହିବା ସହିତ ବର୍ଷା ହୋଇଥିଲା । ତେବେ ଏହି…
Read More...

ଦିଗମ୍ବର ଜୈନ ସମାଜ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ପିପିଲି : ଭୁବନେଶ୍ୱର ସ୍ଥିତ ଦିଗମ୍ବର ଜୈନ ସମାଜ ପକ୍ଷରୁ ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗୋଡି ଗ୍ରାମର ୩୧୧ ଗରିବ ଓ ଅସହାୟ ପରିବାରଙ୍କୁ ମଙ୍ଗଳବାର ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ଦିଗମ୍ବର ଜୈନ…
Read More...