Browsing Tag

phulbani corona news

୧୭ ନୂଆ ମାମଲା ସହ ଜିଲ୍ଲାରେ ୯ ଶହ ପାର ହେଲା ସଂକ୍ରମିତ ସଂଖ୍ୟା, ଭୟଭୀତ ନହେବାକୁ ପ୍ରଶାସନର ନିବେଦନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ନୂଆ ୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ମଧ୍ୟରେ ୭ ପୁରଷ ଓ ୧୦ ମହିଳା ରହିଛନ୍ତି। ଫୁଲବାଣୀରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଜି.ଉଦୟଗିରିରୁ ଜଣେ, ଦାରିଙ୍ଗିବାଡିରୁ ୩…
Read More...

୫ ଜେଲ ଅନ୍ତେବାସୀଙ୍କ ସମେତ ୧୧ କରୋନା ପଜିଟିଭ୍‍

ଫୁଲବାଣୀ: କନ୍ଧମାଳ ଜିଲାରେ ବୁଧବାର ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଘୋଷଣା କରାଯାଇଛିା ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ଓ ୬ ଜଣ ପୁରୁଷ ରହିଛନ୍ତି ଏବଂ ସେମାନଙ୍କ ବୟସ ୭ ବର୍ଷରୁ ୬୦ ବର୍ଷ। ଏମାନଙ୍କ…
Read More...