Browsing Tag

patnagarh

୨ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ନକଲି ମଦ ଜବତ, ୨ ଗିରଫ

ପାଟଣାଗଡ: ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଲାଠୋର ହାଟପଦା ପଡ଼ାଠାରେ ବିଦେଶୀ ମଦ ତିଆରି କାରବାରକୁ ଅବକାରୀ ବିଭାଗ ଠାବ କରିଛି। ୨ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ନକଲି ବିଦେଶୀ ମଦ ଜବତ କରିଥିବା ଜଣାଯାଇଛି। ଏ ମାମଲାରେ…
Read More...

ଶଗଡକୁ ଧକ୍କା ଦେଲା ହାଇୱା ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ଅଞ୍ଚଳରେ ଭଇଁଷା କଲେଜ ଛକରେ ଗୁରୁବାର ଭୋର ୫.୩୦ରେ ଏକ ହାଇୱା ୪ଟି ଶଗଡକୁ ଧକ୍କା ଦେଇଛି। ଏଥିରେ ୩ ଜଣ ଗୁରୁତର ହେବା ସହ ୬ଟି ବଳଦଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ; ପାଟଣାଗଡ…
Read More...

ଜଳ ପାଇଁ ହାହାକାର; ରାମଜୀ ଛକରେ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

ପାଟଣାଗଡ: ପାଣି ପାଇଁ ହାହାକାର। ଜଳ ବିନା ଜୀବନ ଦୁର୍ବିସହ, ତାହା ପୁଣି ବର୍ଷା ଦିନରେ। ଦୀର୍ଘ ୫ ଦିନ ଧରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ବନ୍ଦ ହୋଇଯିବା ପରେ ପାଟଣାଗଡ ଭଳି ଏକ ସହରର ମୁଖ୍ୟ ରାସ୍ତା,…
Read More...

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ ଫୋନ ଆଲୁଅରେ ଚାଲିଛି ଗୁରୁତରଙ୍କ ଚିକିତ୍ସା

ପାଟଣାଗଡ: ରବିବାର ରାତିରେ ବାରମ୍ବାର ବିଦ୍ୟୁତ ସରବରାହର ବ୍ୟତିକ୍ରମ ଦେଖାଦେବାରୁ ସ୍ଥାନୀୟ ଉପଖଣ୍ଡୀୟ ଚିକିତ୍ସାଳୟରେ ଏକ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଚିକିତ୍ସା କରାଯିବା ଭଳି ଏକ ଅଭାବନୀୟ…
Read More...

ବେଆଇନ ମୋରମ ଉଠାଣ ଅଭିଯୋଗରେ ୪ ଟ୍ରାକ୍ଟର ଏବଂ ୧ ଜେସିବି ଜବତ

ପାଟଣାଗଡ: ବନବିଭାଗ ପକ୍ଷରୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଚାଲିଥିବା ଏକ ରାସ୍ତା ମରାମତି କାମ ପାଇଁ ବେଆଇନ ଭାବରେ ମୋରମ ଉଠାଯାଉଥିବା ଅଭିଯୋଗରେ ୪ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଛି।…
Read More...