Browsing Tag

patana

ଗାଁ ଗାଁ ବୁଲି ତୁଣ୍ଡି ବାଣ୍ଟୁଛି କଂଗ୍ରେସ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ମଣ୍ଡଳରେ ବ୍ଲକ କଂଗ୍ରେସ ପକ୍ଷରୁ ଗାଁ ଗାଁରେ ବୁଲି ନେତାମାନେ ତୁଣ୍ଡି ବଣ୍ଟନ କରୁଥିବା ଦେଖାଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକ, ଢେଙ୍କିକୋଟ ମଣ୍ଡଳ ପୂର୍ବତନ…
Read More...

ପାଟଣା ବିଧାୟକଙ୍କ ସମୀକ୍ଷା ବୈଠକ

ପାଟଣା : ସାହାରପଡା ବ୍ଲକ ପରିସରରେ ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି…
Read More...

ବନବିଭାଗ ମୁହଁରେ କଳା ବୋଳିଲେ ମହିଳା ବନରକ୍ଷୀ

ପାଟଣା : ବନ ସୁରକ୍ଷା ପାଇଁ ସରକାରଙ୍କ ଏକ ଛାମୁଆ ବିଭାଗ ମଧ୍ୟରେ ବନବିଭାଗକୁ ଗଣାଯାଉଥିବା ବେଳେ ଖୋଦ ରକ୍ଷକ ହୋଇ ଭକ୍ଷକ ହେବା ଭଳି ଘଟଣା ଘଟାଇ ପାଟଣା ବନାଞ୍ଚଳର ସାହାରପଡା ମହିଳା ବନରକ୍ଷୀ ଖୋଦ ନିଜ ବିଭାଗ ମୁହଁରେ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଘୋଳକୁଣ୍ଡ ଗ୍ରାମର ମକରୁ ମୁଣ୍ଡାଙ୍କ ପୁଅ ପୁରୁଷୋତ୍ତମ ମୁଣ୍ଡା ଆଜି ଅପରାହ୍ନରେ ଗାଁ ପାଖ ନଈ କୂଳକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ପୁରୁଷୋତ୍ତମଙ୍କୁ…
Read More...

ନେତା ବଦଳିଲେ, କମ୍ପାନୀ ବଦଳିଲା, ଟିକିରାରୁ ପାଟଣା ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ

ପାଟଣା : ପୁରୁଣା ବିଧାୟକ ଯାଇ ନୂଆ ବିଧାୟକ ଆସିଲେ। ନେସ୍କୋ ଯାଇ ଟାଟା ଆସିଲା। ତଥାପି ଟିକିରା ଗ୍ରିଡରୁ ପାଟଣାକୁ ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ। କେତେ ବେଳେ କର୍ମଚାରୀ ଅଭାବ ତ କେତେବେଳେ ବନ ବିଭାଗର ଅବହେଳା…
Read More...

ଦାମାହୁଦାରୁ ୯୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଦାମାହୁଦା ବଜାରରେ ପାନ ଦୋକାନ କରିଥିବା ଗୋଜାପଥର ଗ୍ରାମର ଶତୃଘନ ମହାନ୍ତ (୩୫)ଙ୍କ ଦୋକାନ ଉପରେ ଆଜି ସନ୍ଧ୍ୟାରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ସଦଳବଳେ ଚଢାଉ…
Read More...

ବନ୍ୟା ପାଣିରେ ଭାଙ୍ଗିଲା ମହ୍ଲାରପଦା ପୋଲ, ରାଜନଗର-ସାହାରପଡା ଯୋଗାଯୋଗ ବିଚ୍ଛିନ୍ନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଠାରେ ବୈତରଣୀ ସେତୁର ଅପରପାର୍ଶ୍ୱରେ ଥିବା ମହ୍ଲାରପଦା ନଳା ପୋଲର ପାଇପ ବନ୍ୟା ଉପରେ ପାଣିରେ ଭାସି ଯିବା ସହ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏହି ରାସ୍ତାଟି ରାଜନଗରରୁ…
Read More...

ମାମୁଁଘର ଗାଁରେ ଫାଶୀ ଲଗାଇ ଭଣଜାର ଆତ୍ମହତ୍ୟା

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ କାଶିବେଡା ଗାଁରେ ଗଛରେ ଦଉଡି ଦେଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ପଣ୍ଡାପଡା ଥାନା ଡେଙ୍ଗଣା ଗ୍ରାମର କାଲିଚରଣ ନାଏକ ବୋଲି ଜଣାପଡିଛି। ମିଳିଥିବା ସୂଚନା…
Read More...

ଡାକ୍ତର ଓ ରୋଗୀଯାନ ପାଇଁ ଢେଙ୍କିକୋଟ ଡାକ୍ତରଖାନା ଆଗରେ ପ୍ରତୀକ ଧାରଣା

ପାଟଣା,: ଢେଙ୍କିକୋଟ ଡାକ୍ତରଖାନାକୁ ଜଣେ ସ୍ଥାୟୀ ଡାକ୍ତର, ଜଣେ ସେବିକା ଓ ଗୋଟିଏ ରୋଗୀବୁହା ଯାନ ଦିଆଯିବାକୁ ଢେଙ୍କିକୋଟ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଏହା ସପ୍ତାହକ ମଧ୍ୟରେ ପୁରଣ…
Read More...

ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ

ପାଟଣା: ପାଟଣା ଓ ଘଟଗାଁ ବ୍ଲକ ଅଂଚଳରେ ଏବେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀମାନେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପରିବାରର ସଦସ୍ୟମାନଙ୍କୁ ଥଣ୍ଡା, କାଶ, ଜ୍ୱର ତଥ୍ୟ ସଂଗ୍ରହ ସହ ମ୍ୟାଲେରିଆ…
Read More...