Browsing Tag

patana

ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ପାଟଣାରେ ତୀବ୍ର ଅସନ୍ତୋଷ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଠାରେ କାର୍ୟ୍ୟରତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିତ୍ତରଂଜନ ନାୟକଙ୍କୁ…
Read More...

ଖିରେଇଟାଙ୍ଗିରୀରେ ହର ଘର ଜଲ ଯୋଜନାର ଶୁଭାରମ୍ଭ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ହର ଘର ଜଲ ଯୋଜନା କାର୍ୟ୍ୟକାରୀ ପାଇଁ ଆଜି ପାଇପ ଲାଇନ କାମର ଶୁଭାରମ୍ଭ ହୋଇଛି । ଖିରେଇଟାଙ୍ଗିରୀ ସରପଞ୍ଚ ବନଜ କୁମାର ନାଏକ ଫିତା କାଟି ଏହାର ଶୁଭାରମ୍ଭ…
Read More...

ପାନୀୟ ଜଳ ଯୋଗାଣ ଏମିତି, ପାଇପ ଫାଟି ବିଲରେ ପାଣି ମାଡୁଛି

ପାଟଣା : ପାଟଣା ବ୍ଲକର କେତେକ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା କଡରେ ପାଇପ ଫାଟି ପାଣି ବିଲରେ ମାଡୁଥିବା ଦେଖାଯାଇଛି । ଶରଧାପୁର-ବାଉଁଶୁଳି ରାସ୍ତାର କଣ୍ଟିଆପଡା ନିକଟରେ ରାସ୍ତା…
Read More...

ନୂଆ ବର୍ଷରେ ନିଶାସକ୍ତଙ୍କ ଉତ୍ପାତ; ଯୁବକଙ୍କୁ ପିଟି ହତ୍ୟା, ମହିଳା ଗୁରୁତର

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମ ସଂଲଗ୍ନ ରାଜାଭାଡି ହାଟରେ ନବବର୍ଷ ସନ୍ଧ୍ୟାରେ ୪ ଜଣ ନିଶାସକ୍ତ ଯୁବକ କୁମୁଳାବାହାଳି ଗ୍ରାମର ଜଣେ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ଯୁବକଙ୍କୁ ଉଦ୍ଧାର…
Read More...

୬୫ତମ ସୁନାମୁଖି ଠାକୁରାଣୀ ମେଳା, ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ

ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସୁଆମଶାସନ ନାଏକ ସାହିର ଆରାଧ୍ୟା ଗ୍ରାମ୍ୟ ଦେବୀ ମା'ସୁନାମୁଖୀ ଠାକୁରାଣୀଙ୍କ ୬୫ତମ ବାର୍ଷିକ ମେଳା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ମା'ଙ୍କ ନିକଟରେ…
Read More...

ଭୀମକୁଣ୍ଡରେ କଟକଣାକୁ ଫୁ : ପର୍ଯ୍ୟଟକ ବୁଲିଲେ, ଭୋଜି ମଧ୍ୟ କଲେ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଘାଟବାଲିଯୋଡ଼ି ସ୍ଥିତ ଭୀମକୁଣ୍ଡ ଠାରେ ଆଜି ନବବର୍ଷ ଉପଲକ୍ଷେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକମାନେ ଏଠାରେ ବୁଲାବୁଲି କରିବା, ୱାଚ ଟାୱାରରୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସାଧୁପଡା ଗ୍ରାମର ସଚିତ୍ର କୁମାର ମହାନ୍ତଙ୍କ ଧାନ ଖଳାରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା ପୋଡ଼ି ନଷ୍ଟ ହୋଇଯାଇଛି । ଧାନ ଖଳାରେ ନିଆଁ ଲାଗିବା…
Read More...

ବିଜୁ ପକ୍କାଘର ଫଳକ ମରାଯିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ, କର୍ମଚାରୀ ଭୟଭୀତ

ପାଟଣା: ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି ରାଜ୍ୟରେ ବିପିଏଲ୍ ପରିବାରଙ୍କୁ ମିଳିଥିବା ଇନ୍ଦିରା ଆବାସ ହେଉକି ପ୍ରଧାନମନ୍ତ୍ରୀ ଆବାସ ହେଉ ସବୁ ଆବାସରେ ବିଜୁ ପକ୍କାଘର ଯୋଜନାର ନାମ ବଡ ବଡ଼ ଅକ୍ଷରରେ ରହିବ। ଫଳକ…
Read More...

ପାଟଣା ବ୍ଲକ୍ ଉଜ୍ବଳ ଆଲୋକ ବ୍ୟବସ୍ଥା ବିଫଳ, ବର୍ଷେ ହେଲା ଛକରେ ଲାଇଟ ଜଳୁନାହିଁ

ପାଟଣା: ବ୍ୟସ୍ତ ବହୁଳ ପାଟଣା ବ୍ଲକ୍ ଛକରେ ବର୍ଷେ ହେଲା ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ। ଛକରେ ଲାଗିଥିବା ଏହି ଉଜ୍ବଳ ଆଲୋକ ବ୍ୟବସ୍ଥା ଛକଠାରୁ ପାଟଣା ବଜାର ଅଞ୍ଚଳ ସହ ଢେଙ୍କିକୋଟ ଏବଂ କେନ୍ଦେଇପଶି ରାସ୍ତାକୁ ମଧ୍ୟ…
Read More...

କୂଅରୁ ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପାଟଣା: ପାଟଣା ବ୍ଲକ୍ ଅନ୍ତର୍ଗତ ମଲିପଶି ଗ୍ରାମର ପବନା ମହାନ୍ତଙ୍କ ଗଭୀର କୂପରେ ଆଜି ଅପରାହ୍ନରେ ଏକ ଗାଈ ଖସି ପଡିଥିଲା। ସ୍ଥାନୀୟ ଲୋକେ ଗାଈଟିକୁ ଉଦ୍ଧାର କରିବାରେ ବିଫଳ ହେବାପରେ ପାଟଣା ଅଗ୍ନିଶମ ବିଭାଗକୁ ଖବର…
Read More...