ବିଲ ପାଣିରେ ବୁଡି ବୃଦ୍ଧ ମୃତ Samaja Digital (SM) Aug 16, 2022 ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତ କାଶିଆ ଗ୍ରାମର ଶନୁ ମହାନ୍ତ ନାମକ ଜଣେ ବୃଦ୍ଧ ବିଲ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଗତ ରାତି ଏହି ଘଟଣା ଘଟିଛି। ଗତ କାଲି ସନ୍ଧ୍ୟାରେ ଶନୁ ମହାନ୍ତ… Read More...
ଶ୍ରୀ ଭରତ ପତି ମହାବିଦ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ Samaja Digital (SM) Aug 12, 2022 ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟରେ ଶୁକ୍ରବାର ୪୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ… Read More...
ବନ ବିଭାଗର ଚଢ଼ାଉ; ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ Samaja Digital (SM) Aug 12, 2022 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ଚୋରା ସାଇଜ କାଠ ଜବତ କରାଯାଇଛି। ବିଳମ୍ବିତ ରାତିରେ ଚୋରା କାଠ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର… Read More...
ମାଲିକକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲା କୁକୁର Samaja Digital (SM) Aug 8, 2022 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ଗ୍ରାମରେ ଆଜି ନିଜ ମାଲିକକୁ ବଞ୍ଚାଇବାକୁ ଯାଇ ଗୋଟିଏ କୁକୁର ସାପ ସହ ଲଢେ଼ଇ କରି ଗଭୀର କୂଅରେ ଖସିପଡ଼ି ଥିଲା। ଆଜି ସକାଳେ ଅଙ୍କୁରା ଗ୍ରାମର ଯୋଗେଶ୍ୱର ମୁଣ୍ଡା ନିଜ… Read More...
ପି.ଡି.ଏସ୍ ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ; ଯୋଗାଣ ସହାୟିକାଙ୍କୁ ଘେରିଲେ ଗ୍ରାମବାସୀ Samaja Digital (SM) Jul 22, 2022 ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ଗୋଦାମ ଗୃହ ସମ୍ମୁଖରେ ପିଡିଏସ ଚାଉଳ ବଣ୍ଟନ ବେଳେ ଉତ୍ତେଜନା ଦେଖା ଦେଇଛି। ପଞ୍ଚାୟତର ଯୋଗାଣ ସହାୟିକା ସୁଲତନା ଖାତୁନ୍ ଙ୍କୁ ଘେରିଲେ ହିତାଧିକାରୀ।… Read More...
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିଲା ଉଦୟପୁର ମଣ୍ଡଳ ବିଜେପି Samaja Digital (SM) Jul 22, 2022 ପାଟଣା : ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀନୀ ହୋଇଥିବା ବରିଷ୍ଠ ଓଡ଼ିଆ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପାଇଛନ୍ତି । ଏହି ଅବସରରେ ସାହାରପଡା ବ୍ଲକ ଉଦୟପୁର… Read More...
ପାଟଣା ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀପଲ, ଧାନତଳିରେ ବ୍ୟାପକ କ୍ଷୟକ୍ଷତି Samaja Digital (SM) Jul 16, 2022 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳକୁ କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଛନ୍ତି ୧୧ ଟିକିଆ ହାତୀପଲ। ଏହି ହାତୀପଲ ଗତ ଦୁଇ ଦିନ ହେଲା କଣ୍ଟିଆପଡା ପଞ୍ଚାୟତ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବା… Read More...
କାଜୁ ଜଙ୍ଗଲରୁ ନବଜାତ ଉଦ୍ଧାର Samaja Digital (SM) Jul 11, 2022 ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ କୁଣ୍ଡଳା ଗ୍ରାମର ହାଟ ପଡିଆ ନିକଟସ୍ଥ ଗୌରାଙ୍ଗ ମହାନ୍ତଙ୍କ କାଜୁ ବଗିଚାରୁ ଆଜି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ଏହି ଘଟଣା ଜାଣିବା ପରେ… Read More...
ଚାରି ବର୍ଷ ଶିଶୁର ଅସ୍ବାଭାବିକ ମୃତ୍ୟୁ Samaja Digital (SM) Jul 8, 2022 ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ବାରଡାଙ୍ଗୁଆ ଗ୍ରାମର ଜଣେ ୪ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି। ବାରଡାଙ୍ଗୁଆ ଗ୍ରାମର ବୁଦ୍ଧୁରାମ ରାୟଙ୍କ ୪ ବର୍ଷ ପୁଅର ରାତିରେ ପେଟ ବଥା ହେବା ସହ ବାନ୍ତି… Read More...
ବରଣମାଳା ସମୟରେ ମଥାରେ ସିନ୍ଦୂର ଦେଇ ମାଡ ଖାଇଲେ ଯୁବକ Samaja Digital (SM) Jul 7, 2022 ପାଟନା : ବିହାରର ନାଲନ୍ଦାର ଏକ ଗାଁରେ ବିବାହ ସମୟରେ ଏକ ଅଜବ ଘଟଣା ଘଟିଥିବା ନେଇ ଖବର ମିଳିଛି। ବରଣମାଳା ସମୟରେ ବିବାହ ଷ୍ଟେଜ୍ ରେ ବର –କନ୍ୟା ଥିବା ସମୟରେ ଜଣେ ଯୁବକ ଆସି ନବବଧୂ ବେଶରେ ଥିବା ଯୁବତୀଙ୍କ ମଥାରେ… Read More...