Browsing Tag

patana news

ରାଜପଥରେ ଚାଲିଛି ଜୋରଦାର ଗାଡି ଚେକିଂ

ପାଟଣା: କେନ୍ଦୁଝର ଜିଲ୍ଲାର ୨୨୦ନଂ ଜାତୀୟ ରାଜପଥର ପାଟଣା ବୈତରଣୀ ପୋଲ ଉପରେ କଡାକଡି ହୋଇଛି ଗାଡି ଚେକିଂ । ରାଜପଥରେ ଫ୍ଲାଇଙ୍ଗ ସ୍କାର୍ଡ ପକ୍ଷରୁ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ…
Read More...

ବିଜୟ ସଂକଳ୍ପ ସମାବେଶ ନାଁରେ ନିର୍ବାଚନୀ ବିଗୁଲ ବଜାଇଲା ବିଜେପି

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ହାଟ ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ରବିବାର ଆୟୋଜିତ ହୋଇଥିଲା। ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋଲକ ବଳଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଯୁବମୋର୍ଚ୍ଚା ରାଜ୍ୟ…
Read More...

ହାତୀ ଘର ଭାଙ୍ଗିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ବନ କର୍ମଚାରୀ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ। ଲୋକେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିବା ଜଣାପଡିଛି। ବିଳମ୍ବିତ ରାତିରେ ମଙ୍ଗଳପୁର ଡିଆନାଳି ସମେତ…
Read More...

ପିଇବା ପାଣି ପାଇଁ ନିମଘରା ବାସିନ୍ଦାଙ୍କ ଜିଲ୍ଲାପାଳଙ୍କୁ ଗୁହାରି

ପାଟଣା : ଘଟଗାଁ ବ୍ଲକ ରୁଟିଶିଳା ପଞ୍ଚାୟତ ନିମଘରା ସାହିବାସୀ ପାନୀୟ ଜଳ ସଂକଟର ସମ୍ମୁଖୀନ ହେଉଛନ୍ତି । ସାହିର ପ୍ରାଥମିକ ବିଦ୍ୟାଳୟରେ ଥିବା ସୋଲାର ଚାଳିତ ନଳକୂପରୁ ବିଦ୍ୟାଳୟ ଓ ଅଙ୍ଗନୱାଡିର ଛାତ୍ରଛାତ୍ରୀଙ୍କ ରୋଷେଇ…
Read More...

ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା କଲେ ସରପଞ୍ଚ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତର ଗରୀବ ଅସହାୟ ବି.ପି.ଏଲ ପରିବାରର ଲୋକ ନିକଟରେ ମୃତ୍ୟୁ ବରଣ କରିଥିବା ତାଳପଦାର କ୍ଷେତୁ ପାତ୍ର, ଯଶୋଦା ତନ୍ତୀ, ନୂଆ ବନ୍ଧର ରାଜେଶ…
Read More...

ଅବକାରୀ ବିଭାଗର ମିଳିତ ଚଢାଉ ; ମହୁଲ ପୋଚ ନଷ୍ଟ , ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଥାନା ଅଞ୍ଚଳର ଜାମୁଳେଇବେଡା ଓ ଭାଲିଆଡିହା ଗ୍ରାମର ଚୋରା ମଦ ଭାଟି ଉପରେ ପାଟଣା, ଘଟଗାଁ ଓ ସଦର…
Read More...

ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଲକ ଶିକ୍ଷାଧିକାରୀ

ପାଟଣା : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ।  ଘଟଗାଁ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍ସ ହାତରେ…
Read More...

ହଙ୍ଗରପ୍ରକଳ୍ପ ପକ୍ଷରୁ କଣ୍ଟିଆପଡ଼ାରେ ଆର୍ଥିକ ପରିଚାଳନା କର୍ମଶାଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଛି । ହଙ୍ଗର ପ୍ରକଳ୍ପ ପକ୍ଷରୁ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ…
Read More...

କଣ୍ଟେନର – ଟ୍ରକ ଧକ୍କା ; ତଳକୁ ଓଲଟିଲା ଦୁଇ ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ଧନୁର୍ଜୟପୁର ନିକଟରେ ଏକ କଣ୍ଟେନର ପଛରେ ଅନ୍ୟ ଏକ ପରିବା ବୋଝେଇ ଟ୍ରକ ଧକ୍କା ଦେବାରୁ ଉଭୟ ଟ୍ରକ ରାସ୍ତା ତଳକୁ ଓଲଟିପଡି ଦୁର୍ଘଟଣା ଗ୍ରସ୍ତ…
Read More...

ମୋବାଇଲ୍ କିଣିବା ପାଇଁ ଟଙ୍କା ଦେଲାନି ମାଆ ; କୀଟନାଶକ ଖାଇ ପୁଅର ଆତ୍ମହତ୍ୟା

ପାଟଣା : ମାଆ ମୋବାଇଲ୍ କିଣିବା ପାଇଁ ୨ହଜାର ଟଙ୍କା ନଦେବାରୁ କୀଟନାଶକ ଖାଇ ପୁଅର ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି।  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମରେ ମୃତ…
Read More...