Browsing Tag

patana

ପୋଲ ତଳକୁ ସ୍କୁଟି ଖସି ଦୁଇ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବାରାହଟିପୁରା ରାସ୍ତାର ନୁସୁରିପଶି ନିକଟରେ ପୋଲ ତଳକୁ ଏକ ସ୍କୁଟି ଖସି ପଡ଼ିବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ପଇଦାପାଟଣା ପଞ୍ଚାୟତ ଝାଟିଆଳି ଗ୍ରାମର ଜଣେ ଯୁବକ…
Read More...

ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ପିତାମାତାଙ୍କ ଆକୁଳ ନିବେଦନ

ପାଟଣା: ତୁରୁମୁଙ୍ଗା ଥାନା ଅଧିନସ୍ଥ ଖଜିରାପାଟ ପଞ୍ଚାୟତ ରଘୁନାଥପୁର ଗାଁର ଜନୈକ ନାବାଳିକାକୁ କିମିରଦାପଶି ଗାଁର ଜଣେ ଯୁବକ ଅପହରଣ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରଘୁନାଥପୁର ଗାଁର…
Read More...

ନିର୍ବନ୍ଧ ଦିନ ଆଖି ବୁଜିଲେ ବାପା, ବିବାହ ପୂର୍ବରୁ ଚାଲିଗଲା ଭାଇ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ଆରକ୍ଷୀ ସହକାରୀ ଉପନିରିକ୍ଷକ ଦୁଃଖବନ୍ଧୁ ମିଶ୍ରଙ୍କ ଏକ ମାତ୍ର ଝିଅ ମାମାର ନିର୍ବନ୍ଧ ହେବାକୁ ଥିବା ଦିନ ୨୦୨୦ ଡିସେମ୍ବର ୨୭ରେ…
Read More...

ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମର ମହାନ୍ତ ସାହିରେ ବନ୍ଦ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ ବୋଲି…
Read More...

ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ମୁଣ୍ଡାସାହି ନିକଟରେ ଥିବା ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ପୁରୁଣିଆ ଗାଁର ବିଳାସିନୀ ମୁଣ୍ଡା ବୋଲି ଜଣାପଡିଛି।…
Read More...

ପୋଲ ତଳୁ ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି…
Read More...

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଖୁଣ୍ଟରେ ବନ୍ଧାହେଲେ ବିବାହିତ ଯୁବକ

ପାଟଣା : ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଉତ୍ୟକ୍ତ ଗ୍ରାମବାସୀ। ଉଦ୍ଧାର କଲା ପୋଲିସ୍। ଏଭଳି ଲଜ୍ୟାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମୁରୁସୁଆଁ…
Read More...

ମଦ ବିରୋଧି ଆନ୍ଦୋଳନ ପାଇଁ ଜିଲ୍ଲା ମହିଳା କଂଗ୍ରେସର ପ୍ରସ୍ତୁତି

ପାଟଣା: ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଘଟଗାଁ ବ୍ଲକ ଟିକିରା ଗ୍ରାମରେ ମଦ ବିରୋଧି ଆନ୍ଦୋଳନ ପାଇଁ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ବ୍ଲକର ବିଭିନ୍ନ ଗ୍ରାମରେ ମହୁଲି ମଦ, ହାଣ୍ଡିଆ ବିକ୍ରି ହେବା କାରଣରୁ ଘରେ ଘରେ…
Read More...

ନମ୍ବର ବିହୀନ ଟ୍ରାକ୍ଟର ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା: ତୁରୁମୁଙ୍ଗା ପୁଲିସ ଆଜି ନିହ୍ନୁଆଁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଟ୍ରାକ୍ଟର ଚାଳକ ବାଲି…
Read More...

ମଧୁସୂଦନ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ପୁରୁଣିଆ ଗ୍ରାମର ମଧୁସୂଦନ ମହାନ୍ତଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ସମ୍ମାନ ମିଳିଛି । ପାଟଣା ବ୍ଲକ ପରିସରରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ପାଟଣା ରେଞ୍ଜର…
Read More...