Browsing Tag

pahili raja

ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା : ଆଜି ପହିଲି ରଜ………..

ଆଜି ପହିଲି ରଜ ।  ’ରଜ ପର୍ବ’ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ତିନିଦିନଧରି ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ରଜର ଆସର ଘରେ ଘରେ ଜମିଥାଏ। ରଜ ପର୍ବର ପ୍ରଥମ ଦିନ ପହିଲି…
Read More...

‘ରଜ’ ପର୍ବର କଳ୍ପନା ପଛର କାରଣ ?

ଚତୁର୍ମାସ୍ୟା ର ପ୍ରଥମ ମାସ ହେଉଛି ଆଷାଢ ମାସ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା ବା ମାଟି ମା’କୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ମା'ଟିଏ ଯେମିତି…
Read More...

ମିଳନର ପର୍ବ ରଜ: ବର୍ଷାର ପ୍ରଥମ ଛୁଆଁ ପାଇଁ ଆକୁଳ ହୋଇ ଅପେକ୍ଷା କରିଥାଏ ମାଟି

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାର ଗଣପର୍ବ ରଜ। କୁମାର, କୁମାରୀଙ୍କ ସମେତ ଗୃହିଣୀ, କୃଷକ ଓ ବୟସ୍କ ସମସ୍ତେ ଆତୁରତାର ସହ ଅପେକ୍ଷା କରି ରହି ଥାଆନ୍ତି ଆନନ୍ଦ ଉଲ୍ଲାସର ଏହି ପର୍ବକୁ। ତେବେ କେବଳ ମଣିଷ ଜାତି ନୁହେଁ…
Read More...

‘ରଜ ପିଠା-ପାଟିକୁ ଲାଗେ ଖୁବ ମିଠା’

‘ରଜ ପିଠା ଖାଇବାକୁ ପାଟିକୁ ଲାଗେ ଖୁବ ମିଠା’ ରଜ ପର୍ବ ଆସିବା ମାତ୍ରେ ପୁରପଲ୍ଲୀ ଚାରିଆଡ଼େ ଆନନ୍ଦ ଉଲ୍ଲାସରେ ଭରିଯାଏ। ରଜ ପର୍ବର ଏକ ମୁଖ୍ୟ ଖାଦ୍ୟପେୟ ହେଉଛି ଏହାର ପିଠାପଣା। ମାଆ, ମାଉସୀ, ଖୁଡ଼ି, ନାନୀ ସଭିଏଁ…
Read More...

ରଜରେ ଶୋଭାପାଏ ରଜ ପାନ ……….

ରଜ ପର୍ବର ଅନ୍ୟ ଏକ ଆକର୍ଷଣ ହେଉଛି ପାନ। ରଜ ସହ ପାନ ଯୋଡ଼ି ହୋଇ ଏହା ବନ୍ଧୁତାର ଡ଼ୋରିକୁ ସୁଦୃଢ କରିଥାଏ। ଏହି ପାନର ଚମକ ଓ ମହକ ଅନ୍ୟ ଦିନ ମାନଙ୍କରେ ବିକ୍ରି ହେଉଥିବା ପାନ ଠାରୁ ସ୍ୱତନ୍ତ୍ର ହୋଇଥାଏ। ଯେଭଳି…
Read More...

ରଜ ବିଶେଷତ୍ୱ ଦୋଳି ଓ ପିଠାପଣା

ବରଷକ ପରେ ପୁଣି ଆସିଛି ରଜ ପର୍ବ। କୁଆଁରୀ କନ୍ୟାଙ୍କ ପାଇଁ ଖେଳି ଯାଇଛି ଆନନ୍ଦର ଲହରୀ। ଏହା ଏପରି ଏକ ପର୍ବ ଯେ ସାଙ୍ଗରରେ ଆନନ୍ଦଭରା ଏକ ସୁନ୍ଦର ବାତାବରଣ ସଭିଁଙ୍କ ପାଇଁ ନେଇ ଆସେ।ପ୍ରତ୍ୟେକ ପର୍ବ ପାଳନର ଏକ…
Read More...

ପରମ୍ପରା ଓ ଆନନ୍ଦ ଉଲ୍ଲାସର ପର୍ବ ‘ରଜ’

‘’ବନସ୍ତେ ଡ଼ାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ ଘେନି ନୂଆ ସଜବାଜ’’। କୁହାଯାଏ ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ପ୍ରତ୍ୟେକ ପର୍ବ ପାଳନ ପଛରେ ସ୍ୱତନ୍ତ୍ର ମହତ୍ୱ ଓ ପରମ୍ପରା ରହିଛି। ସେଭଳି କେତେକ…
Read More...