Browsing Tag

Oil Prices

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର; ଆଉ ୨ ସପ୍ତାହ ଯାଏ ଚାଲିପାରେ ମୂଲ୍ୟବୃଦ୍ଧି ପ୍ରକ୍ରିୟା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇ ଚାଲିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ମଙ୍ଗଳବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ମୂଲ୍ୟ ୪୭ ପଇସା ଏବଂ ଡିଜେଲ ମୂଲ୍ୟ ୫୭ ପଇସା ବୃଦ୍ଧି…
Read More...

ଲଗାତାର ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୯ମ ଦିନ ପାଇଁ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୮ ପଇସା ବଢ଼ାଇଥିବାବେଳେ ଡିଜେଲ ଦର ୫୯ ପଇସା ବୃଦ୍ଧି କରିଛନ୍ତି।…
Read More...