Browsing Tag

odiya news

ମୁମ୍ବଇରେ ପୁଣି ଖୋଲିବ ଡ୍ୟାନ୍ସବାର୍‍:ଟଙ୍କା ବର୍ଷା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଡ୍ୟାନ୍ସ ବାର ମାମଲାରେ ସୁପ୍ରିମ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମ କୋର୍ଟ ମୁମ୍ବଇର ଡ୍ୟାନ୍ସବାରଗୁଡ଼ିକ ପୁଣି ଥରେ ଖୋଲିବା ଆବେଦନକୁ ମଞ୍ଜୁର କରିବା…
Read More...

ସ୍ଥାୟୀ ଭିସା ପାଇଁ ନକଲି ବିବାହ

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥାଇଲ୍ୟାଣ୍ଡର ସ୍ଥାୟୀ ଭିସା ପାଇଁ ଚାଲିଥିଲା ନକଲି ବିବାହ ଜାଲିଆତି। ଏହି ଘଟଣାରେ ଥାଇଲ୍ୟାଣ୍ଡ ପୁଲିସ ଜଣେ ଭାରତୀୟଙ୍କ ସମେତ ୨୭ଜଣ ବିଦେଶୀ ମହିଳାଙ୍କୁ ଗିରଫ କରିଛି। ବିକ୍ରମ…
Read More...

ପରିବାର ଦ୍ୱାରା ଉତ୍ପୀଡ଼ିତ ସମଲିଙ୍ଗୀ ଦମ୍ପତିଙ୍କ ଆତ୍ମହତ୍ୟା ଧମକ

କେନ୍ଦ୍ରାପଡ଼ା: ସମଲିଙ୍ଗୀ ବିବାହକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ସାମାଜିକସ୍ତରରେ ଏହା ଆଜି ପର୍ଯ୍ୟନ୍ତ ଗ୍ରହଣୀୟ ହୋଇ ପାରୁ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…
Read More...

ଗୁରୁବାର ରାଶିଫଳ

ମେଷ: ମାନସିକ ଶାନ୍ତି ଫେରି ପାଇବେ। ସରକାରୀ ଅନ୍ୟାନ୍ୟ ସ୍ତରରୁ ଆୟ ଆସିପାରେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ବୃଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ…
Read More...

ବୁଧବାର ରାଶିଫଳ

ମେଷ: ପରିଶ୍ରମର ମୂଲ୍ୟ ମିଳିବ। ସରକାରୀ ଧନ ମିଳିବାର ବ୍ୟବସ୍ଥା ହୋଇ ସାରିଛି। ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ…
Read More...

ଓଡ଼ିଶାରେ ପୁଣି ବାତ୍ୟା ସମ୍ଭାବନା: ୭ଟି ଜିଲାରେ ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଏକ ଚକ୍ରବାକ ବାତ୍ୟା ସମ୍ଭାବନା ଦେଖା ଦେଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ ଚୀନରୁ ଉତ୍ପନ୍ନ 'ପାବୁକ' ଚକ୍ରବାକ ବାତ୍ୟା ଆଣ୍ଡାମାନ ଦେଇ ଓଡ଼ିଶା ଆଡ଼କୁ ମୁହାଁଇଛି। ଏହାକୁ…
Read More...

ଲାଲୁଙ୍କ ଜାମିନ ଆବେଦନ ଶୁଣାଣି ଆଜି

ନୂଆଦିଲ୍ଲୀ: ଗୋ ଖାଦ୍ୟ ଦୁର୍ନୀତିରେ ଜେଲଦଣ୍ଡ ଭୋଗୁଥିବା ବିହାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଆଜି ଅର୍ଥାତ୍‍ ଶୁକ୍ରବାର ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସ୍ୱାସ୍ଥ୍ୟବସ୍ଥା କାରଣରୁ ରାଞ୍ôଚ…
Read More...

ଅବ୍ୟବହୃତ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ପ୍ରଚାର କରୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ସମର୍ଥକ ଟ୍ୱିଟରରେ ପୁରୁଣା ଅବ୍ୟବହୃତ ଆକାଉଣ୍ଟକୁ ହ୍ୟାକ କରି ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି। ଟେକକ୍ରଞ୍ଚ ଦ୍ୱାରା ଜାରି ଏକ ରିପୋର୍ଟରେ ଏଭଳି ତଥ୍ୟ ଲୋକଲୋଚନକୁ…
Read More...

ଯାତ୍ରୀ ଦୟା କରି ଧ୍ୟାନ ଦିଅନ୍ତୁ- ୨୦୧୯ରେ ରେଳବାଇରେ ମିଳିବ ନିମ୍ନଲିଖିତ ସୁବିଧା

ନୂଆଦିଲ୍ଲୀ: ନୂଆ ବର୍ଷ ପ୍ରାରମ୍ଭରେ ରେଳବାଇ ପକ୍ଷରୁ ଯାତ୍ରା ଓ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ରେଳବାଇ ପକ୍ଷରୁ ଏହି ସବୁ ସୁବିଧା ଯୋଗାଇ ଦିଆଯିବ। ଆସନ୍ତୁ…
Read More...

୨୦୧୯ରେ ଇସ୍ରୋର ୩୨ଟି ମହାକାଶ ଅଭିଯାନ ଲକ୍ଷ୍ୟ

ନୂଆଦିଲ୍ଲୀ: ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ୟ ଅନୁଯାୟୀ ୨୦୧୯ରେ ୩୨ଟି ମହାକାଶ ଅଭିଯାନକୁ ସମ୍ପନ୍ନ କରିବାର ଲକ୍ଷ୍ୟ ରଖିଛି ଇସ୍ରୋ। ତେଣୁ ୨୦୧୯ ଇସ୍ରୋ ପାଇଁ ନୂଆ ଚ୍ୟାଲେଞ୍ଜ ଓ ସମ୍ଭାବନାର ବର୍ଷ ବୋଲି…
Read More...