Browsing Tag

odishanews

ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି , ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର .- ବୁଧବାରରେ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସନ୍ଧ୍ୟା ସମୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା ।…
Read More...

ଖରାପ ପାଗ ଯୋଗୁଁ କୋଲକତା ବଦଳରେ ଭୁବନେଶ୍ୱରରେ ଅବତରଣ କଲେ ଦୁଇଟି ବିମାନ

କୋଲକତା .- ଖରାପ ପାଗ କାରଣରୁ କୋଲକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦୁଇଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର ଥିଲା ।…
Read More...

ପଶ୍ଚିମ ବଙ୍ଗରେ ପାର୍ଟିର ଖରାପ ପ୍ରଦର୍ଶନ ପରେ କବିତା ଲେଖି ନିଜ ମନର ଭାବ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକତା .- ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ଚଳିତ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୨ଟି ଆସନ ଲାଭ କରିଥିବା ବେଳେ ବିଜେପି ୧୮ଟି ଆସନ ଲାଭ କରିଛି ।…
Read More...

ଗୋଷ୍ଠୀ ସାଧନ କେନ୍ଦ୍ରରେ ଚାଲିଛିି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

ଲୋଇସିଂହା : ସର୍ବଶିକ୍ଷା ଅଭିଯାନ ଯୋଜନାରେ ସ୍ଥାନୀୟ ବ୍ଳକ ପରିସରରେ ରହିଥିବା ଗୋଷ୍ଠୀ ସାଧନ କେନ୍ଦ୍ରରେ ବର୍ଷ ବର୍ଷ ଧରି ଚାଲିଛି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ବର୍ତ୍ତମାନ ସୁଦ୍ଧା ନିଜସ୍ୱ…
Read More...

ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଘଟଣା: ଇସ୍ତଫା ଦେଇପାରନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ!

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ…
Read More...

ଆଇପିଏଲ କ୍ରିକେଟ୍‍ : ଆଜି କଲକାତା ବନାମ ଚେନ୍ନଇ, ହାଇଦରାବାଦ ବନାମ ଦିଲ୍ଲୀ

ନୂଆଦିଲ୍ଲୀ : ଆଇପିଏଲ-୨୦୧୯ର ଆଜି(ରବିବାର)ରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ସମୟରେ କଲକାତା ନାଇଟ ରାଇଡରସ୍‍ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ…
Read More...

ଅରୁଣାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ…
Read More...

ଆତଙ୍କବାଦୀଙ୍କ ଗୁଳିରେ ଡିଏସ୍‌ପି ସହିଦ

ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ…
Read More...

ନ୍ୟୁଜିଲାଣ୍ଡ ସଂସଦରେ ପୁଲଓ୍ୱାମା ଆକ୍ରମଣକୁ ନିନ୍ଦା

ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।  ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ…
Read More...

ଭାରତପାଇଁ ନୂଆ ଯୁଦ୍ଧ ବିମାନ ଏଫ୍‌-୨୧ ତିଆରି କରିବାକୁ ପ୍ରସ୍ତାବ ଦେଲା ଆମେରିକାର ଲକ୍‌ହିଡ୍‌

ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର…
Read More...