Browsing Tag

odisha news3

ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ୨୦୫-୦

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ ଜବରଦସ୍ତ…
Read More...

ଭାତର-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ୩୦ ଓଭର ଶେଷ ସୁଦ୍ଧା ଭାରତ ୧୪୭-୩

ମୁମ୍ବଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ…
Read More...

ଏସିଆ ଏକାଦଶରେ ପାକିସ୍ତାନ କ୍ରିକେଟର୍‌ ସାମିଲ ହେ​‌ବେ ନାହିଁ : ବିସିସିଆଇ

ନୂଆଦିଲ୍ଲୀ : ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରେହମାନ୍‌ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ମଧ୍ୟରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)।…
Read More...

ଜ୍ୟାକ କାଲିସ ଦକ୍ଷିଣ ଆଫ୍ରିକାର ନୂଆ ବ୍ୟାଟିଂ ପରାମର୍ଶଦାତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସ ବୁଧବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ନୂଆ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ନୂଆ ନିଯୁକ୍ତି ପାଇବା ମାତ୍ରେ କାଲିସ…
Read More...

ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଚେନ୍ନଇ : ଆସନ୍ତାକାଲି(ରବିବାର) ଚେନ୍ନଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ନିକଟରେ ୱେଣ୍ଟି-୨୦ ସିରିଜକୁ ୨-୧ରେ…
Read More...

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ; ଡ଼. ସୁଧାଂଶୁ ଷଡଙ୍ଗୀ ନୂଆ ପୁଲିସ କମିସନର

ଭୁବନେଶ୍ବର : ରାଜ୍ୟ ସରକାର ସୋମବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଡ଼. ସୁଧାଂଶୁ ଷଡଙ୍ଗୀ କଟକ-ଭୁବନେଶ୍ବରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଆଶିଷ…
Read More...

ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନ, ସମୟ ବାଛିବାକୁ ସେନାକୁ ଦିଆଯାଇଛି ଅନୁମତି: ପ୍ରଧାନମନ୍ତ୍ରୀ

ଝାନ୍‌ସୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସେନାକୁ ଆବଶ୍ୟକ ସ୍ଥାନ ଓ ସମୟ ବାଛିବା ଲାଗି ଅନୁମତି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…
Read More...

ପିପିଲି କଲେଜ ଛାତ୍ରସଂସଦ ନିର୍ବାଚନ ବାତିଲ

ପିପିଲି : ପିପିଲି କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପିପିଲି କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ କଲେଜ…
Read More...