Browsing Tag

odisha news odia news

୬ବର୍ଷ ପରେ ଗାଁକୁ ଫେରିଲେ ଭିନ୍ନକ୍ଷମ ବୃଦ୍ଧ

ନୀଳଗିରି: ଦୀର୍ଘ ୬ ବର୍ଷ ଧରି ବାଟବଣା ହୋଇ ଏଣେତେଣେ ବୁଲିବା ପରେ ଘରକୁ ଫେରିଛନ୍ତି ଭିନ୍ନକ୍ଷମ ବୃଦ୍ଧ । ତାଙ୍କୁ ପାଇ ପରିବାରଲୋକଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ…
Read More...

ସୂର୍ଯ୍ୟଙ୍କ କୃପାରୁ ବଦଳି ଯିବ ଆପଣଙ୍କ ଭାଗ୍ୟ

ରବିବାର ସୂର୍ଯ୍ୟ ଦେବତାଙ୍କ ଦିନ ଭାବରେ ଜଣାଯାଏ । ସୂର୍ଯ୍ୟ ଦେବତ ହେଉଛନ୍ତି ଯଶ ବା ବୈଭବର ଦେବତା । ତାଙ୍କୁ ପୂଜା କରିବା ଦ୍ୱାରା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆପଣଙ୍କର ଆର୍ଥିକ ସଂକଟରେ ଗତି…
Read More...

ଓଡ଼ିଶା ବିଧାନସଭା: ୧୧ଟା ୨୦ ସୁଦ୍ଧା ବିଜେଡି ୮୮, ବିଜେପି ୨୮, କଂଗ୍ରେସ ୧୩ଟି ଆସନରେ ଆଗୁଆ

ଭୁବନେଶ୍ବର : ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ଭୋଟଗ୍ରହଣ ହୋଇଥିବା ୧୪୬ ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ସକାଳ ୧୧ଟା ୨୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ୮୮ଟି…
Read More...

ମୋଟ୍‌ ୬୩ଟି କେନ୍ଦ୍ରରେ ହେବ ଭୋଟ ଗଣନା ; ସିଇଓଙ୍କ ସୂଚନା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଗୁରୁବାର ସକାଳ ୮ଟାରୁ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନର ଭୋଟ ଗଣିତ ଆରମ୍ଭ ହେବ । ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ୍‌ ବାଲଟର ଗଣତି ହେବ ଓ ଏହାର…
Read More...

ବିଦ୍ୟୁତ ଆଘାତରେ ଦୁଇ ମୃତ

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନରାଜିରେ ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତକମାନେ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ଶନିବାର ସକାଳେ କାଠ କାମ କରୁଥିବା ବେଳେ ଉଭୟଙ୍କୁ ବିଦ୍ୟୁତ୍ ଆଘାତ…
Read More...

ବିଳମ୍ବରେ ଓଡିଶା ଆସିବେ ରାହୁଲ, ଟ୍ବିଟରରେ ଦେଲେ ସୂଚନା

ଭୁବନେଶ୍ବର : ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶାଗସ୍ତ ବିଳମ୍ବିତ ହେବ ବୋଲି ସୂଚନା ମିଳିଛି । ଏହି ସୂଚନା ରାହୁଲ ଗାନ୍ଧୀ ନିଜେ ଦେଇଛନ୍ତି । ରାହୁଲ ଗାନ୍ଧୀ ନିଜ ଟ୍ବିଟର ଜରିଆରେ ସୂଚନା ଦେଇ…
Read More...

ନବରାତ୍ରି ସ୍ପେଶିଆଲ- ଆଳୁ ହାଲୁଆ

ଆବଶ୍ୟକୀୟ ସାମଗ୍ରୀ   ସିଝା ଆଳୁ- ୩ଟା ଘିଅ- ୪ ଚାମଚ ଚିନି- ୧ କପ୍ ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ (କାଜୁ, କିସମିସ୍, ବାଦାମ) ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଆଳୁକୁ ପ୍ରେସରରେ ସିଝାଇ ଦିଅନ୍ତୁ। ପରେ…
Read More...

ନଳିନୀକାନ୍ତଙ୍କ ପ୍ରାର୍ଥୀ ପତ୍ର କାଏମ; ହାଇକୋର୍ଟର ଦ୍ବାରସ୍ଥ ହେବ ବିଜେପି

ସମ୍ବଲପୁର: ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ରକୁ ନେଇ ବିବାଦ ଲାଗିରହିଥିବାବେଳେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିପତ୍ରକୁ କାଏମ ରଖିଛନ୍ତି । ବିଜେପିର ଅଭିଯୋଗ ପରେ…
Read More...

ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା ; ଜଣେ ଗିରଫ

ପୁରୀ : ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସର ସମସ୍ତ ବଗିରେ ନିଆଁ ଲାଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ରବିବାର ଜିଆରପି ପୁଲିସ ତାକୁ ଗିରଫ କରିଛି । ଗିରଫ ପରେ ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚରା…
Read More...

ଚର୍ଚ୍ଚିତ ଯମୁନା ଏକ୍ସପ୍ରେସୱରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୯ ମୃତ ୨୫ ଆହତ

ନୂଆଦିଲ୍ଲୀ : ଦେଶର ଚର୍ଚ୍ଚିତ ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ…
Read More...