Browsing Tag

odia

ରାଜ୍ୟସଭାରେ ଆଗତ ହେଲା ଜିଏସଟି ସଂଶୋଧନ ବିଧେୟକ

ଡେସ୍କ: ରାଜ୍ୟସଭାରେ ଆଜି କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ - ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ। ଏହା…
Read More...

୨୪ ଘଣ୍ଟାରେ ସମସ୍ୟା ସମାଧାନ, ଜଳଯୋଗାଣ ସୁବ୍ୟବସ୍ଥା ପାଇଁ ୨୦ ଲକ୍ଷ ମଞ୍ଜୁର

ଡେସ୍କ: ୨୪ ଘଣ୍ଟାରେ ସମସ୍ୟା ସମାଧାନ। କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ…
Read More...

ରାଉରକେଲାରେ ହଇଜା, କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବାକୁ ପରାମର୍ଶ

ଡେସ୍କ: ସ୍ମାର୍ଟ ସିଟି ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଇଜା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ସେ ଟ୍ୱିଟ୍ କରି…
Read More...

ଏସଡିଏର ୨ ଗିରଫ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ବିଗତ ୩ ବର୍ଷରୁ ଅଧିକ ହେବ ନୁତନ କୋଠା ନିର୍ମାଣ ପାଇଁ ପ୍ଲାନ ଅନୁମତି ପ୍ରଦାନ ନିମନ୍ତେ ଆବେଦନକାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବା ଏବଂ ନକଲି ଅନୁମତି ପତ୍ର ପ୍ରଦାନ ମାମଲାରେ ସମ୍ବଲପୁର ଉନ୍ନୟନ…
Read More...

ମହିଳା ସ୍ନାତକ କଲେଜରେ ଯୋଗ ଶିବିର

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ସ୍ନାତକ ମହିଳା କଲେଜରେ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମଙ୍ଗଳବାର ଏକଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ…
Read More...

ମହିଳା କନିଷ୍ଠ କଲେଜରେ ସଚେତନତା କାର୍ଯ୍ୟକ୍ରମ

ଆଠଗଡ଼: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାର ଅଂଶ ବିଶେଷ ଭାବେ ମଙ୍ଗଳବାର ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଓ ଯୌତୁକ ବିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ବଦଳିଲେ ବିବାଦୀୟ କେଭି ଅଧକ୍ଷ ଡ଼. ପ୍ରଶାନ୍ତ ଷଡ଼ଙ୍ଗୀ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁର ର ବିବାଦୀୟ ଅଧକ୍ଷ ଡ଼. ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ବଦଳିଲେ। ପ୍ରଶାସନିକ ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ ରାଇଗଡ଼କୁ ବଦଳି କରାଯାଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ…
Read More...

ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ସାମିଲ ହେବେ ସମ୍ବଲପୁରର ନୃତ୍ୟାଙ୍ଗନା

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ନୃତ୍ୟାଙ୍ଗନା ମାନେ ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳା ପରିଷଦର ସାଇମନ ସ୍ୱାଇଁ ଓ ଅନ୍ୱେଷା ସ୍ୱାଇଁ ଭୁବନେଶ୍ୱର ଠାରେ ଆସନ୍ତା…
Read More...

ଘମାଘୋଟ ଯୁଦ୍ଧ , କେହି ରୋକିପାରିବେ ନାହିଁ’- ହମାସ ଆକ୍ରମଣରେ ଇସ୍ରାଏଲର ୯ ସୈନିକ ମୃତ

ତେଲ ଆବିଭ୍‌ : ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ…
Read More...

ଜଳବାୟୁ ପରିବର୍ତ୍ତନ – ୭ ବର୍ଷରେ ୫୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ

ଡେସ୍କ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ଢାଞ୍ଚା ଅନୁକୂଳ ଗ୍ରହଣୀୟତା ପାଇଁ ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପିର ସାଢେ ପାଞ୍ଚ ପ୍ରତିଶତରୁ ଅଧିକ ଅର୍ଥାତ୍ ପ୍ରାୟ ୧୩ ଲକ୍ଷ ୩୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଭାରତ…
Read More...