Browsing Tag

odia news

ଅବସର ବୟସ ଅତିକ୍ରାନ୍ତ ପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ସେବା ସମବାୟ ସମିତି ସମ୍ପାଦକ

ସାକ୍ଷୀଗୋପାଳ : ସତ୍ୟବାଦୀ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କର ଅବସର ବୟସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ଅବସର ସଂକ୍ରାନ୍ତୀୟ କୌଣସି ନିର୍ଦ୍ଦେଶନାମା ଆସି ନ ଥିବାରୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ : କଳା ପତକା ପ୍ରଦର୍ଶନ ଉଦ୍ୟମ,୫ ଗିରଫ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ୨ ଆହତ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ବାରିପଦା ଗସ୍ତ ବେଳେ ହେଲିପ୍ୟାଡ୍ ବାହାରେ କଳାପତାକା ପ୍ରଦର୍ଶନ ଉଦ୍ୟମ କରିଥିବା ୫ ଜଣଙ୍କୁ ବାରିପଦା ଟାଉନ୍ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ…
Read More...

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା ; ପିଲାଙ୍କୁ ଟିକା ଦେବାପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ

ଭୁବନେଶ୍ବର : ରାଜ୍ୟରେ ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ। ଯେହେତୁ ପିଲାମାନେ ଇଞ୍ଜେକସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମା ଡେପଥ୍ ଟେକ୍ନୋଲୋଜି  (Pharma Depth Technology) ମାଧ୍ୟମରେ ଟିକା…
Read More...

ସ୍ବାସ୍ଥ୍ୟସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି : ମୁଖ୍ୟମନ୍ତ୍ରୀ

ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ   ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ…
Read More...

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏକ ସୁସ୍ଥ ଓ ବଳିଷ୍ଠ ଭୋଟର ତାଲିକା ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ବି.ଏଲ.ଓ ଏବଂ ସୁପରଭାଇଜର ମାନେ ନିଜକୁ ଶତକଡା ୧୦୦ ଭାଗ ନିୟୋଜିତ କରି କିଭଳି ନିର୍ଭୁଲ ତାଲିକା ଟିଏ…
Read More...

ନବାଗତ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : କରୋନା ମହାମାରୀ ଭିତରେ ଦୀର୍ଘଦିନ ଧରି ଶିକ୍ଷାବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିଲା । ସଂଚାର ମାଧ୍ୟମରେ ବିଦ୍ୟାଏକାଦଶ ୧୧ଦଶ ଶ୍ରେଣୀର ନବାଗତ ବିଦ୍ୟାର୍ଥୀଙ୍କ ପାଇଁ ଆଜି ବାଳିସ୍ଥିତ ଶ୍ରୀ…
Read More...

ଛତୁଚାଷ ତାଲିମ ଶିବିର

ଚୌଦ୍ୱାର: ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷରେ ଇମ୍ଫା ଶିଳ୍ପଗୋଷ୍ଠିର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ନାବାର୍ଡ଼ ସହାୟତାରେ ବାଣୀପଦା ପଞ୍ଚାୟତରେ ଏକ ଛତୁଚାଷ…
Read More...

ମହାଲିଙ୍ଗ ସନସାଇନ୍ ସ୍କୁଲରେ ବିଡିଓ ଓ ତହସିଲଦାରଙ୍କ ଯାଞ୍ଚ

ଭବାନୀପାଟଣା/ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲରେ କାଗଜପତ୍ର ଯାଞ୍ଚ ପାଇଁ ଗୋଲାମୁଣ୍ଡା ବିଡିଓ ତହସିଲଦାର ପହଞ୍ଚିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ସନସାଇନ୍…
Read More...

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭବାନୀପାଟଣା ଠାରେ ରାସ୍ତାରୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସବଡିଭିଜନ ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଅଛି । ଏହି ଘଟଣାରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଦିବ୍ୟଶଙ୍କର…
Read More...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାନଗଲେ ଏସପି ଅଫିସ ଘେରାଉ କରାଯିବ : ସାଂସଦ ବସନ୍ତ ପଣ୍ଡା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସାଇନସ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ସାରା ଦେଶବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । ସୁସ୍ଥ ସମାଜରେ ଏପରି ଜଗନ୍ୟ ଘଟଣାକୁ ସବୁ ରାଜନୈତିକ ଦଳ ଓ…
Read More...