Browsing Tag

odia news odisha news

ଶନି, ରବି ଟିକାକରଣ ବନ୍ଦ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ଶନି,ରବିବାର ଟିକାକରଣ ବନ୍ଦ। ସଟଡାଉନ ଥିବାରୁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୮ ରୁ ୪୪ ବର୍ଷ ବର୍ଗର…
Read More...

ଟାଇମ୍‌ସ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ବର: ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାୟର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ…
Read More...

ନିୟମଗିରି ଅଞ୍ଚଳରେ ବିଷମ ସ୍ଥିତି, ଝରଣା ପାଣି ଭରସାରେ ସାତ ଦଶନ୍ଧି

ରାୟଗଡା: ରାୟଗଡା ଜିଲା ନିୟମଗିରି ଅଞ୍ଚଳରେ ବିଷମ ସ୍ଥିତି ଦେଖିବାକୁ ମିଳୁଛି। ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଝରଣା ପାଣିରେ ଜୀବନ ବିତୁଛି। ନିୟମଗିରି ପାହାଡ ଉପରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର…
Read More...

ଲାକ୍ରିଶ ଗ୍ରାମରେ ଅଘଟଣ : ପାଳ କୁଡିଆରେ ନିଆଲାଗି ୨ ଶିଶୁ ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନା ମୁତାବକ ଆଜି ଗ୍ରାମନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ…
Read More...

ଲାଞ୍ଚ ନେବା ଭାଇରାଲ ଭିଡିଓ ଘଟଣା ; ବରିଷ୍ଠ କିରାଣି ନିଲମ୍ବିତ

ମାଲକାନଗିରି :  କାଲିମେଳା ତହସିଲରେ କାର୍ଯ୍ୟରତ ବରିଷ୍ଠ କିରାଣି ଭେଜାଙ୍ଗିୱାଡାର ଜଣେ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରାଇଦେବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସହ ଆଉ ଏକ ଲକ୍ଷ ଟଙ୍କା ପରବର୍ତ୍ତି କିସ୍ତିରେ…
Read More...

ପୁରୀରେ ଚାଞ୍ଚଲ୍ୟ: କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ…
Read More...

କୋଭିଡ୍‌-୧୯ ମାର୍ଗଦର୍ଶିକା ଉଲଙ୍ଘନ: ୨୪ଘଣ୍ଟାରେ ୧୫ ମାମଲା, ୪୭ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୧୬ରୁ ମଇ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୫ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୦ଟି ମାମଲା ଲକ୍‌…
Read More...

ଆତ୍ମନିର୍ଭର ଭାରତ: ମାଛ ଚାଷ ପାଇଁ ୨୦ ହଜାର କୋଟି, ଏମ୍ଏଫ୍ଇ ପାଇଁ ୧୦ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ୨୦ ଲକ୍ଷ କୋଟି ଟଙ୍କାର ସମ୍ପଦ ବିନିଯୋଗ ହେବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ…
Read More...

ଆତ୍ମନିର୍ଭର ଭାରତ: କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ୨୦ ଲକ୍ଷ କୋଟି ଯୋଜନା ସମ୍ପର୍କରେ କ୍ରମାଗତ ତୃତୀୟ ଦିନରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ…
Read More...

ପ୍ରବାସୀଙ୍କ ପଞ୍ଜୀକରଣ: ବାଧ୍ୟତାମୂଳକ ନୁହେଁ ଆଧାର ଦାଖଲ

କଟକ: ରାଜ୍ୟରେ ପ୍ରବାସୀଙ୍କ ନିମନ୍ତେ ପଞ୍ଜୀକରଣ ଓ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ ଦାଖଲକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ମାତ୍ର ଓଡ଼ିଶା ହାଇକୋର୍ଟ ଏ ସଂକ୍ରାନ୍ତ ଏକ…
Read More...