Browsing Tag

odia new

ପାକିସ୍ତାନ ପାଇଁ ଗୁଇନ୍ଦାଗିରି  କରୁଥିବା ବିଏସ୍‌ଏଫ୍‌ ଯବାନ ଗିରଫ

ନୂଆଦିଲ୍ଲୀ .- ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ  ଉତ୍ତର ପ୍ରଦେଶର ଏସ୍‌ଟିଏସ୍‌ ଗିରଫ କରିଛି । ଏହି ଯବାନ ଜଣଙ୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରରୋଚନାରେ…
Read More...

ଭାରତୀୟ ସମାଜ ଏବଂ ଏହାର ପରମ୍ପରା ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର : ମୋଦୀ

ଇନ୍ଦୋର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର  ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିନ କରିଛନ୍ତି ।…
Read More...

ରାସାୟନିକ କାରଖାନାରେ ବିସ୍ଫୋରଣ ୬ ମୃତ, ୩ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ବୁଧବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜନୋର ପୁଲିସ୍‍ ସୁପରିଣ୍ଟେଣ୍ଡେଣ୍ଟ…
Read More...

ଆଧାର ସପ୍ଟୱେୟାର୍‍କୁ ସହଜରେ ହାକ୍‍ କରାଯାଇ ପାରିବ ନାହିଁ : ୟୁଆଇଡିଏଆଇ

ନୂଆଦିଲ୍ଲୀ : ଆଧାର ଏନ୍‍ରୋଲ୍‍ମେଣ୍ଟସ୍‍ ସପ୍ଟୱେୟାର୍‍କୁ ସହଜରେ ହାକ୍‍ କରାଯାଇ ପାରିବ ବୋଲି ପ୍ରକାଶିତ ଖବରଗୁଡ଼ିକୁ ୟୁଆଇଡିଏଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଦାୟିତ୍ୱ ହୀନତାର ପରିଚୟ…
Read More...

ତୈଳଦର ବୃଦ୍ଧିରେ ଲଗାମ ଦେବା ଉପାୟ

ହାଡ଼ିବନ୍ଧୁ ଖଣ୍ଡୁଆଳ ପେଟ୍ରୋଲ ଓ ଡିଜେଲ ଦର ଦିନକୁଦିନ ଆକାଶଛୁଆଁ ହେଲାଣି। ତୈଳଦର ବୃଦ୍ଧି ପାଇଁ ଆମେରିକାକୁ କେହିକେହି ଦାୟୀ କରୁଛନ୍ତି। ଆମେରିକା ନଭେମ୍ବର ସୁଦ୍ଧା ଇରାନର ଅଶୋଧିତ ତୈଳ ବିକ୍ରି ଉପରେ ଲଗାମ ଦେବ…
Read More...

ଆଉ କେତେ କାଳ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା?

ବିପିନ ବିହାରୀ ମିଶ୍ର ୧୮୮୨ ମସିହାରେ କୋହ୍ଲାପୁର ମହାରାଜା ଅଣବ୍ରାହ୍ମଣଙ୍କ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଲେ, କିନ୍ତୁ ଏହା ୧୯୦୨ ମସିହାରେ କାର୍ଯ୍ୟକାରୀ ହେଲା। ପରବର୍ତ୍ତୀ ସମୟରେ ମହୀଶୂର…
Read More...

ସାମ୍ନାକୁ ଆସିଲା ‘ବଧାଇ ହୋ’ର ନୂଆ ପୋଷ୍ଟର, ଅକ୍ଟୋବର ୧୯ରେ ଶୁଭମୁକ୍ତି

ମୁମ୍ବଇ: ଜଙ୍ଗଲୀ ପିକଚର୍ସ ଏବଂ କ୍ରୋମ ପିକଚର୍ସ ର ଆଗାମୀ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ମଙ୍ଗଳବାର ରିଲିଜ ହେବାକୁ ଯାଉଛି। କିନ୍ତୁ ଟ୍ରେଲର ପୂର୍ବରୁ ‘ବଧାଇ ହୋ’ର ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ…
Read More...

ମାଓବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଳୀ : ସହାରୀ ମାଓବାଦୀ ବିବାଦ ମଧ୍ୟରେ ମୋଦୀ ସରକାର ମାଓବାଦୀଙ୍କ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବା ପାଇଁ ସ୍ଥିର କରିଛନ୍ତି। ଏଥି ପାଇଁ ଅପରେସନ ଗ୍ରୀନହଣ୍ଟକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବା ପାଇଁ…
Read More...

ଆଡାମ ଗିଲଖ୍ରୀଷ୍ଟ : ଭାରତକୁ ବତାଇଲେ ବିଦେଶ ମାଟିରେ ଜିତିବାର ଉପାୟ

ବେଙ୍ଗାଲୁରୁ : ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ କହିଛନ୍ତି ଭାରତୀୟ କ୍ରିକେଟ ଦଳ ପାଖରେ ବହୁତ ଭଲ ବ୍ୟାଟ୍ସମ୍ୟାନ ଏବଂ ବୋଲର ଅଛନ୍ତି। ଯାହକୁନେଇ ଦଳ ବିଦେଶରେ ଭଲ ପ୍ରଦର୍ଶନ କରିପାରିବ। ମାତ୍ର ତାଙ୍କୁ…
Read More...

ଦଳରୁ ବିଦା ହୋଇ ପାରନ୍ତି ଦାମ !

ଭୁବନେଶ୍ୱର : ସରକାରଙ୍କର ବିଭିନ୍ନ ପ୍ରକାର ଦୁର୍ନୀତିର ମୁଖା ଖୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବିଜୁଜନତା ଦଳର ବରିଷ୍ଠ ନେତା  ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତଙ୍କ ବିରୁଦ୍ଧରେ ଦଳର…
Read More...