Browsing Tag

odia new

ମୋଟର ଯାନ ସଂଶୋଧନ ଆଇନ ମଧ୍ୟରୁ ଗୋଟିଏ ନିୟମ ହେଲା କୋହଳ, ଜାଣନ୍ତୁ କେଉଁଟି ?

ଭୁବନେଶ୍ୱର: ଘରୁ ଗାଡି କାଢିବାକୁ ଲୋକମାନେ ଡରୁଥିବା ବେଳେ ସରକାରଙ୍କ ପକ୍ଷରୁ ମୋଟର ଯାନ ସଂଶୋଧନ ଆଇନ ଅନ୍ତର୍ଗତ ଗୋଟିଏ ନିୟମକୁ କୋହଳ କରି ଦିଆଯାଇଛି । ଆଜି ଠାରୁ ଠିକ୍‌ ମାସେ ପର୍ଯ୍ୟନ୍ତ ଅର୍ଥାତ୍‌ ସେପ୍ଟେମ୍ବର ୬…
Read More...

ବିଷାକ୍ତ ମଦ ପିଇ ୨ ରାଜ୍ୟରେ ୩୮ ମୃତ

ଲକ୍ଷ୍ନୌ : ବିଷାକ୍ତ ମଦପାନ କରି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ​‌େ​‌ର ଶୁକ୍ରବାର ସୁଦ୍ଧା ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୬ ଜଣ ଉତ୍ତରପ୍ରଦେଶର ସାହାରନପୁର, ୧୦ ଜଣ କୁଶିନଗରର ଓ ୧୨ ଜଣ…
Read More...

କର୍ଣ୍ଣାଟକରେ ରାଜନୈତିକ ସଂକଟ : ବୈଠକକୁ ଆସିଲେନି ୪ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଜାରି ରହିଛି। ଜେଡି(ଏସ୍‌)-କଂଗ୍ରେସ ମିଳିତ ସରକାରରୁ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଓ ଅଜ୍ଞାତବାସରେ ଥିବା ଦୁଇ କଂଗ୍ରେସ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ…
Read More...

ମକରସଂକ୍ରାନ୍ତି ଅବସରରେ ଆରଡିପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ

ଆରଡି : ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଅଧଶ୍ୱର ଆଖଣ୍ଡଳମଣିଙ୍କ ମନ୍ଦିରରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ମଣିବାବାଙ୍କୁ ପୋଡପିଠା ଓ ନୂଆ ମକର ଚାଉଳ ଲାଗି…
Read More...

ବିହାରରେ ‘କଂଗ୍ରେସ, ଆରଜେଡି, ଆରଏଲଏସ୍‍ପି ଓ ଏଚ୍‍ଏଏମ୍‍’ର ମହାମେଣ୍ଟ ଘୋଷଣା

ପାଟନା : ବିହାରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ‘କଂଗ୍ରେସ, ଆରଜେଡି, ଆରଏଲ୍‍ଏସ୍‍ପି ଏବଂ ଏଚ୍‍ଏଏମ୍‍’ ପକ୍ଷରୁ ଗୁରୁବାର ମହାମେଣ୍ଟ ଘୋଷଣା କରାଯାଇଛି। ଏହି ଅବସରରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍‍ଏଏମ୍‍)
Read More...

ଖୁବ୍‍ଶୀଘ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ ଆରମ୍ଭ ହେବ : ମନ୍ତ୍ରୀ

ପୁରୀ : ଖୁବ୍‍ଶୀଘ୍ର ଆରମ୍ଭ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ। ଉଚ୍ଚଶିକ୍ଷା ବିଭାଗ ନାମକୁ ଜମି ହସ୍ତାନ୍ତର କରାଯିବ। ଚତୁଃପାର୍ଶ୍ବ ପ୍ରାଚୀର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା…
Read More...

ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ : ୧୧୦ ମେଢ଼ ବିସର୍ଜିତ

କଟକ : ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ କଟକରେ ଶନିବାର ଶାନ୍ତିଶୃଙ୍ଖଳାର ସହ ଚାଲିଛି । ରବିବାର ସକାଳ ସୁଦ୍ଧା ୧୧୦ଟି ମେଢ଼ ବିସର୍ଜନ ହୋଇଥିବାବେଳେ ଶନିବାର ରାତି ୧୨ଟା ସୁଦ୍ଧା କାଠଯୋଡ଼ି ଦେବୀଗଡ଼ାରେ ୬୬ଟି ମେଢ଼…
Read More...

ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ

କେନ୍ଦ୍ରାପଡା: ଏକ ଭୟାବହ ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ ହୋଇ ପଡିଛନ୍ତି । ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଗିରଙ୍ଗ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଛି । ଅଗ୍ନିକାଣ୍ଡରେ ୪ଟି…
Read More...

ଦୋକାନ ସଟର ତାଡି ଚୋରି ଅଭିଯୋଗ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁର ଗ୍ରାମ୍ୟଛକ ଠାରେ ଥିବା ନାଗେଶ୍ୱରୀ କମ୍ୟୁନିକେସନ ନାମକ ମୋବାଇଲ ଦୋକାନର ଲୁହା ସଟରକୁ ତାଡି ଦୋକାନ ମଧ୍ୟରୁ କେତେକ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ନେଇ ପିପିଲି…
Read More...

ଚୋରି କରିବାକୁ ଆସି ଶୋଇ ପଡିଲା ଚୋର

ପୁରୀ: ବଡଦାଣ୍ଡର ସନ୍ତୋଷୀ ଟେକ୍ସଟାଇଲ୍ ସମ୍ମୁଖରେ ଥିବା ଏକ ପାନ ଦୋକାନରୁ ଚୋରି କରିବା ପରେ ଖସି ଯିବା ବଦଳରେ ସେଠାରେ ଶୋଇ ପଡିଥିଲା ଚୋର । ଆଉ ନିଦ ଭାଙ୍ଗିବା ପରେ ଚୋରକୁ ଜେଲ ଯିବାକୁ ପଡିଥିଲା । ଏଭଳି ଏକ…
Read More...