Browsing Tag

New Delhi

ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ…
Read More...

ଖୁସି ଖବର! ଏବର୍ଷ ସର୍ବାଧିକ ବଢିବ ଭାରତୀୟଙ୍କ ଦରମା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଏକ ଭଲ ଖବର ଅଛି। ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର…
Read More...

ଅଶୋଧିତ ତୈଳ ଦର ବିପୁଳ ହ୍ରାସ: ପେଟ୍ରୋଲ ଓ ଡିଜେଲ ଦାମରେ ହେବକି ବଡ଼ ପରିବର୍ତ୍ତନ? ଜାଣନ୍ତୁ..

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବିପୁଳ ହ୍ରାସ ପାଇଛି କିନ୍ତୁ ଘରୋଇ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଘରୋଇ ବଜାରରେ ଶୁକ୍ରବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ…
Read More...

ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ(ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ…
Read More...

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୬ ରାଜ୍ୟ ହେଉଛି ଝାଡ଼ଖଣ୍ଡ, ତ୍ରିପୁରା, କେରଳ,…
Read More...

ସିସୋଦିଆଙ୍କ ଜାମିନ ଆବେଦନ; ସିବିଆଇ ଓ ଇଡିକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ସିବିଆଇ ଓ ଇଡିକୁ ନୋଟିସ୍‌ ଜାରି କରିଛନ୍ତି। ପତ୍ନୀଙ୍କ ଅସୁସ୍ଥତା…
Read More...

ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ନୀତୀଶ କୁମାରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ବୁଧବାର ଦୁଇଟି ପିସିଆର କଲ୍‌ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା…
Read More...

ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ, ଭାରତରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ଯୋଗୁ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଭାରତ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ…
Read More...

ଭୂକମ୍ପରେ ଥରିଲା ଦିଲ୍ଲୀରୁ କାଶ୍ମୀର; ଆଫଗାନିସ୍ତାନରେ କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆରମ୍ଭ କରି ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଚ୍‌, ରଜୌରୀ, ଶ୍ରୀନଗରରେ ଲୋକମାନେ ଭୂମିକମ୍ପ ଅନୁଭବ…
Read More...

ପଦ୍ମ ଧରିଲେ ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ

ନୂଆଦିଲ୍ଲୀ: ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ସେ…
Read More...