Browsing Tag

national news

ଆସାମର ବ୍ରହ୍ମପୁତ୍ର ନଦୀରେ ବୁଡ଼ିଲା ଡଙ୍ଗା; ୧୦ ନିଖୋଜ

ଧୁବ୍ରି: ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି ଖବର ଆସିଛି। ଧୁବ୍ରି ଜିଲାରେ ଘଟିଛି ଏହି ଅଘଟଣ। ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। Assam | A…
Read More...

କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି: ୪% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି ପାଇଛି। ୪ ପ୍ରତିଶତ ବୃଦ୍ଧି ପରେ ଡିଏ ଏବେ ୩୪%ରୁ ୩୮% ହୋଇଛି। ଏହା ଜୁଲାଇ ମାସରୁ…
Read More...

ନୂଆ ଦଳ ଘୋଷଣା କଲେ ଗୁଲାମନବୀ; ନାଁ ରହିଛି ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’

ଜମ୍ମୁ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌ ନିଜର ନୂଆ ଦଳ ଘୋଷଣା କରିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍‌ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ସୋମବାର ଜମ୍ମୁରେ ସାମ୍ବାଦିକ ସମ୍ମିଳନୀ…
Read More...

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ

ତିରୁଅନନ୍ତପୁରମ୍: କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ ଘଟିଛି। ରବିବାର କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୮୭ ବର୍ଷୀୟ ଆର୍ଯ୍ୟଦାନ୍ ​‌ଶେଷ ନିଃଶ୍ବାସ ତ୍ୟାଗ…
Read More...

ଡା. ଏମ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଦେଶର ସର୍ବବୃହତ ଚିକିତ୍ସା ପ୍ରତିଷ୍ଠାନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ନିର୍ଦ୍ଦେଶକ ଘୋଷଣା କରାଯାଇଛି। ଡା. ଏମ ଶ୍ରୀନିବାସଙ୍କୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦେଶକ…
Read More...

୭ ମାସର ସର୍ବନିମ୍ନ ସ୍ତରରେ ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ଫ୍ୟୁଚର ବଜାରରେ ୨୨ ସେପ୍ଟେମ୍ବର ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷେ, ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ତୃତୀୟ ଦିନ ପାଇଁ ଆଜି ସୁନା ମୂଲ୍ୟ ହ୍ରାସ…
Read More...

ବିଜେପିରେ ମିଶିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ; ନିଜ ଦଳକୁ ବି କଲେ ବିଲୟ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସୋମବାର ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର…
Read More...

ଏସଏସସି ଦୁର୍ନୀତି ମାମଲା: ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟ ଗିରଫ

କଲକାତା: ଏସଏସସି ଦୁର୍ନୀତି ମାମଲାରେ ବିଦ୍ୟାଳୟ ସେବା ଆୟୋଗ(ଏସଏସସି)ର ପୂର୍ବତନ ଅଧ୍ୟକ୍ଷ ତଥା ୟୁନିଭର୍ସିଟି ଅଫ୍‌ ନର୍ଥ ବେଙ୍ଗଲର କୁଳପତି ସୁବୀର ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଛି। ଶିକ୍ଷକ ଏବଂ ଅଣଶିକ୍ଷକ…
Read More...

ସଲ୍‌ମାନଙ୍କୁ ହତ୍ୟା ଧମକ ମାମଲା; ତଦନ୍ତ ଭାର ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ୍ ଖାନଙ୍କୁ ହତ୍ୟା ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଭାର ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ବାନ୍ଦ୍ରା ପୁଲିସ ଏହାର…
Read More...

କାନପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଇନ୍ଦୋର ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାନପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିବା ଇଣ୍ଡିଗୋ ପକ୍ଷରୁ…
Read More...