Browsing Tag

national

ପୁଅର ଜୀବନ ବଞ୍ଚାଇବାକୁ ସାର୍କ ସହ ବି ଲଢ଼ିଗଲେ…

ନୂଆଦିଲ୍ଲୀ: ପିଲାମାନଙ୍କ ସୁରକ୍ଷା ପାଇଁ ଯେକୌଣସି ବିପଦକୁ ଭ୍ରୂକ୍ଷେପ କରନ୍ତି ନାହିଁ ମା’, ବାପା। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ବାପା ବିଶାଳକାୟ ଗ୍ରେଟ୍‌ ହ୍ବାଇଟ ସାର୍କ…
Read More...

ଆସିଲା ଏସି ହେଲମେଟ୍: ଗରମରୁ ଦେବ ମୁକ୍ତି, ଜାଣନ୍ତୁ କେତେ ରହିଛି ଦାମ୍….

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗରମ ଆଉ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଖରାଦିନେ ବାଇକ୍ ଚଲାଇ ଦୂର ସ୍ଥାନକୁ ଯାତ୍ରା କରିବା ସତରେ ବହୁ କଷ୍ଟଦାୟକ…
Read More...

୩ଦିନିଆ ପାକିସ୍ତାନ ଗସ୍ତରେ ଇରାନ ରାଷ୍ଟ୍ରପତି

ଇସଲାମାବାଦ : ଇସ୍ରାଏଲ ସହିତ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରୈସି ସୋମବାରଠାରୁ ୩ ଦିନିଆ ପାକିସ୍ତାନ ଗସ୍ତ କରିଛନ୍ତି। ରୈସିଙ୍କ ସହିତ ତାଙ୍କ ପତ୍ନୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି…
Read More...

ଆମେରିକାରେ ଦୁର୍ଘଟଣା: ଦୁଇ ଭାରତୀୟ ଛାତ୍ର ମୃତ

ୱାଶିଂଟନ : ଆମେରିକାର ଦକ୍ଷିଣ-ପଶ୍ଚିମ ଆରିଜୋନା ପ୍ରଦେଶର ଫୋନିକ୍ସ ସହରରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ର ହେଉଛନ୍ତି ମୁକ୍କା ନିଭେସ ଓ ଗୌତମ ପାର୍ସ।…
Read More...

ଆଇପିଏଲ ଟକ୍କର: ଆଜି ଚେନ୍ନାଇ ସୁପରକିଙ୍ଗ୍ସ-ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ମୁକାବିଲା

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ୫ ଦିନରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଶୁକ୍ରବାର ସିଏସ୍‌କେ ଓ ଲକ୍ଷ୍ନୌ ମଧ୍ୟରେ ମୁକାବିଲା ହୋଇଥିଲା। ମଙ୍ଗଳବାର ଏଠାରେ…
Read More...

୯ ମିନିଟରେ ୫ଥର ଥରିଲା….

ନୂଆଦିଲ୍ଲୀ : ତାଇଓ୍ବାନରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ୯ ମିନିଟରେ ୫ରୁ ଅଧିକ ଥର ଝଟକା ଲାଗିଛି। ଏଥିରେ ଦୁଇଟି ବଡ କୋଠା ଭାଙ୍ଗିଯାଇଥିବାବେଳେ…
Read More...

ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ବିବାହ: କେବେ ଏବଂ କେଉଁଠି ହେବ ଜାଣନ୍ତୁ….

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଆସନ୍ତା ଜୁଲାଇରେ ଲଣ୍ଡନର ଷ୍ଟୋକ୍‌ ପାର୍କରେ ଆୟୋଜିତ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଗୁଜରାଟର…
Read More...

କାର ଚକାରେ କାହିଁକି ଦିଆଯାଏ ନାଇଟ୍ରୋଜେନ୍ ଗ୍ୟାସ୍? କଣ ମିଳେ ଫାଇଦା….

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି। ଗ୍ରୀଷ୍ମର ପ୍ରକୋପ ଏତେ ଅଧିକ ରହିଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଦିନରେ ତାପମାତ୍ରା ପ୍ରାୟ ୩୫ରୁ ୪୦ଡିଗ୍ରୀ ଉପରେ ରହୁଛି। ଯାହା ଏକ ସାଧାରଣ ମନୁଷ୍ୟ…
Read More...

ଷ୍ଟୁଡିଓରେ ବେହୋସ୍ ହେଲେ ଆଙ୍କର…

ନୂଆଦିଲ୍ଲୀ : ଦୂରଦର୍ଶନ ବଙ୍ଗଳା ନ୍ୟୁଜ୍‌ର ଜଣେ ପାଠିକା (ଆଙ୍କର) ଲୋପାମୁଦ୍ରା ସିହ୍ନା ଖବର ପାଠ କରିବାବେଳେ ଅଚେତ ହୋଇପଡିଛନ୍ତି। ଶୁକ୍ରବାର ଲୋପାମୁଦ୍ରା ଦେଶରେ ଗ୍ରୀଷ୍ମ ଲହରି ସମ୍ପର୍କିତ ଖବର ପାଠ କରୁଥିବାବେଳେ…
Read More...

ହଠାତ୍ ଲୋକଙ୍କ ଭିଡ ଉପରେ ମାଡିଗଲା ରେସିଂ କାର୍, ଆଉ ତା ପରେ….

ନୂଆଦିଲ୍ଲୀ:ଏମିତି ବି ଆସେ ମୃତ୍ୟୁ । କାର ରେସିଂ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ରେସିଂ କାର୍ ଟି ଟ୍ରାକରେ ଆଖି ପିଛୁଳାକେ ଦୌଡୁଥିବାବେଳେ ଲୋକଙ୍କ କରତାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା। ହେଲେ ହଠାତ୍…
Read More...