Browsing Tag

nabarangpur

ନାବାଳିକା ମୃତଦେହ ନେଇ ପଳାଇବା ଘଟଣା; ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କଲା ପୁଲିସ

ନବରଙ୍ଗପୁର: ଗତକାଲି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ନାବାଳିକାଙ୍କୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତରଜଣକ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ କାହାକୁ…
Read More...

ଆରପାରିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ହିରାମଣି ସେଠିଆ 

ନବରଙ୍ଗପୁର: ଚିର ନିଦ୍ରାରେ ହିରାମଣି ସେଠିଆ । ରକ୍ତତୀର୍ଥ ପାପଡାହାଣ୍ଡି ସ୍ୱାଧୀନତା ଆନ୍ଦୋଳନର ଶେଷ ମୁକ ସାକ୍ଷୀ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।…
Read More...

କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ବା ଦେୟ ମୁକ୍ତ ବିଦ୍ୟୁତ ସଂଯୋଗ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ…
Read More...

ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଡାକରାରେ ସାରା ରାଜ୍ୟରେ ବର୍ଦ୍ଧିତ ତୈଳ ଦର ସହ ଅନ୍ୟାନ୍ୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ରାସ୍ତାରେ ସାଇକେଲ ଚଳାଇ ପ୍ରତିବାଦ…
Read More...

ଉଧାର ଟଙ୍କା ମାଗିବାରୁ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ 

ନବରଙ୍ଗପୁର: ନବରଙ୍ଗପୁର ସଦରମହକୁମାରେ ଜଣେ ମହିଳା ଉଧାର ଟଙ୍କା ମାଗିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ସୂଚନା ମୁତାବକ, ନବରଙ୍ଗପୁର ସଦର ମହକୁମାର ଦାରୁବନ୍ଧ ସାହିରେ…
Read More...

ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ…
Read More...

ଉମରକୋଟଠାରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ସାଂସଦ ରମେଶ ମାଝୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସିର ଖବର। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଏକ ମଲ୍ଟିପୋଲ ଷ୍ଟାଡିୟମ(ଉଭୟ ଇନଡୋର ଏବଂ ଆଉଟଡୋର) ମଂଜୁର ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ନବରଙ୍ଗପୁର…
Read More...

ଗାଁ ଭିତରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର: ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତର ଖଣ୍ଡିଆଗୁଡ଼ା ଗ୍ରାମରେ ରାତି ପାହିଲେ ଗାଁରେ ଭାଲୁ ଆତଙ୍କ । ପ୍ରାଣ ଭୟରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ପୂଜାରିଗୁଡା…
Read More...

ଇନ୍ଦ୍ରାବତୀର ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ସ୍ଥାନାନ୍ତର ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କର…

ନବରଙ୍ଗପୁର: ଇନ୍ଦ୍ରାବତୀସ୍ଥିତ ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ଜୟପୁର ସ୍ଥାନାନ୍ତର ନକରି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ…
Read More...

ନବରଙ୍ଗପୁରରେ କରୋନା କାଳରେ ବାପା ମାଆ ହରାଇଛନ୍ତି ୫୨ ଜଣ ପିଲା

ନବରଙ୍ଗପୁର: ମହାମାରୀ କରୋନା ସମୟରେ ବହୁ ଶିଶୁ ସେମାନଙ୍କର ବାପା ମାଆଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ କିଏ ବାପାକୁ ହରାଇଛି ତ ଅନ୍ୟକିଏ ମାଆଙ୍କୁ ହରାଇଛି। ନବରଙ୍ଗପୁର ଜିଲାରେ ଏଭଳି ୫୨ଜଣ ପିଲା ରହିଥିବା ସରକାରୀ ଭାବେ…
Read More...