Browsing Tag

nabarangapur-news

ମିଶନ ଜୀବିକା କାର୍ଯ୍ୟକ୍ରମ ; ମାଗଣାରେ କୃଷିଯନ୍ତ୍ରପାତି ,ଧାନ ଓ ମକାକଳ ବଣ୍ଟନ

ନବରଙ୍ଗପୁର :ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନବରଙ୍ଗପୁର ଜିଲାର ୧୦ଟି ବ୍ଳକର ୧୫ଟି ଆଦିବାସୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ମାଗଣାରେ କୃଷିଯନ୍ତ୍ରପାତି ଓ ଭ୍ରାମ୍ୟମାଣ ଧାନ ଓ ମକାକଳ…
Read More...

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ବବିତାଙ୍କ ସ୍ବର୍ଣ୍ଣ ପଦକ ହାସଲ

ନବରଙ୍ଗପୁର : ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଏଥେଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଖେଳାଳି ବବିତା ସାନ୍ତା ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିବା…
Read More...

ସୁପ୍ରିମକୋର୍ଟ ଜଜ୍‍ଙ୍କ ଦ୍ଵାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର :  ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ…
Read More...

ନବରଙ୍ଗପୁର ଫେରିଲେ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ର

ନବରଙ୍ଗପୁର : ବହୁ ଆଶାନେଇ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ନବରଙ୍ଗପୁର କେଉଟ ସାହିର ନୃସିଂହ ନାଥ ପାତ୍ର ଶେଷରେ ଘରକୁ ଫେରିଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟାଭୟତାକୁ ନେଇ ପରିବାର ଲୋକ ଆଶଙ୍କାରେ…
Read More...

୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଏମ୍, ସି ଏଚ୍ ଗୃହ ଠାରେ ଆଜି ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି  ।…
Read More...

ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ; ଦୁଇ ଦିନ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର :  ନବରଙ୍ଗପୁର ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ୨ଦିନ ପାଇଁ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ଓ…
Read More...

ପାଞ୍ଚ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମା ଠାରେ ଜେ.ଏମ.ଏଫ.ସି ଅଦାଲତ ସ୍ଥାପନା , କୋଷାଗୁମୁଡ଼ା ସଦରମହକୁମା ରେ ପ୍ରସ୍ତାବିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନା , ଏକ ସବଟ୍ରେଜେରୀ ସ୍ଥାପନା…
Read More...

ଖ୍ରୀଷ୍ଟମାସ ଉତ୍ସବ ୨୦୨୧

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗାବ୍ରିଏଲଗୁଡା କଲ୍ୟାଣ ମଣ୍ଡପ ଠାରେ ଖ୍ରୀଷ୍ଟ ମାସ ୨୦୨୧- ଉତ୍ସବ ଆରମ୍ଭ ହୋଇଯାଇଛି।ଏଥିରେ ମୁଖ୍ୟ ଭକ୍ତା ଭାବେ ସିଦ୍ଧାର୍ଥ ଲୀମା ଯୋଗ ଦେଇ ପ୍ରଭୁ ଯୀଶୁ ଙ୍କ ବାଣୀ କୁ ଅନୁସରଣ କରି…
Read More...

ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ 

ନବରଙ୍ଗପୁର : ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବା ବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ସଞ୍ଜୀବ ଦୁବେଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା…
Read More...