Browsing Tag

muribahal

ମୁରିବାହାଲ ପଞ୍ଚାୟତରେ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି

ମୁରିବାହାଲ : ମୁରିବାହାଲ ଅଞ୍ଚଳରେ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ୪୮ଘଣ୍ଟା କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରପଞ୍ଚ ଆଉ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି କରିଛନ୍ତି। ଗତକାଲି ସନ୍ଧ୍ୟାରୁ ମଙ୍ଗଳବାର…
Read More...

ମୁରିବାହାଲରେ ୪୮ ଘଣ୍ଟିଆ କର୍ଫ୍ୟୁ

ମୁରିବାହାଲ : ମୁରିବାହାଲ ବ୍ଲକ ସଦର ଗ୍ରାମ ପଂଚାୟତରେ ରବିବାର ସକାଳ ୯ଟା ସମୟରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କଲେ ସରପଂଚ। ରବିବାର ଭୋର ୩ଟାରେ ମୁରିବାହାଲ ବ୍ଲକ ନିକଟରେ ବସ…
Read More...

ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ; ଅଭିଯୁକ୍ତ ଅଟକ

ମୁରିବାହାଲ: ଜଣେ ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ କରାଯିବା ଘଟଣାରେ ମୁରିବାହାଲ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଏବେ ୩ ମାସର ଅନ୍ତଃସ୍ବତ୍ୱା ଅଛନ୍ତି। ମୁରିବାହାଲ ଥାନା ଅଞ୍ଚଳର ଯୁବତୀ ଜଣକ ମେଣ୍ଢା…
Read More...