Browsing Tag

murder

୪ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା କହିଲେ ଏପରି କଥା; ଜାଣିଲେ ଲୋମ ଟାଙ୍କୁରି ଉଠିବ

ପଟନା: ବିହାରର ସିୱାନ ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ତା’ର ୪ ସନ୍ତାନଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛି। ଏହା ସହିତ ଆଉ ଜଣେ ସନ୍ତାନ ଏବଂ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
Read More...

ବାଲିଗୁଡା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବ କଲେ ୪ ପଂଚାୟତ ବାସୀ

ଫୁଲବାଣୀ : ଗତ ଦିନରେ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ବାଲିଗୁଡ଼ା ଅଞ୍ଚଳର ଜଣାଶୁଣା ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ତଦନ୍ତ ପର୍ଯ୍ୟାପ୍ତ ନୁହେଁ। ବର୍ତ୍ତମାନ ସୁଦ୍ଧା ପୁଲିସ୍…
Read More...

ଛୁରୀରେ ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲେ ସ୍ବାମୀ, ପହଞ୍ଚିଗଲା ପୁଲିସ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ନିର୍ଯାତନା ଦେବା ପରେ ଶାନ୍ତ ହୋଇନଥିଲା ସ୍ବାମୀର ମନ। ଛୁରୀରେ ସ୍ତ୍ରୀ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ପହଞ୍ଚି ଯାଇଥିଲା ପୁଲିସ। ଫଳରେ ମହିଳାଙ୍କ ଜୀବନ ବଞ୍ଚି…
Read More...

ବାରମ୍ବାର ବାପଘରକୁ ଯିବାକୁ ମହିଳା କରୁଥିଲେ ଜିଦି ; ଠେଙ୍ଗାରେ ପିଟି ହତ୍ୟା କଲେ ସ୍ୱାମୀ

ରାଜସ୍ଥାନ : ରାଜସ୍ଥାନର ବୁନ୍ଦୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଜଣେ ମହିଳା ତାଙ୍କ ବାପ ଘରକୁ ଯିବାକୁ ବାରମ୍ବାର ଜିଦି କରିବାରୁ ତାଙ୍କ ସ୍ୱାମୀ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।…
Read More...

ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ, ପରିତ୍ୟକ୍ତ ଘରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଖୋର୍ଦ୍ଧା: ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲା ମୁକୁନ୍ଦ ପ୍ରସାଦ ଅଞ୍ଚଳରେ। ମୁକୁନ୍ଦପ୍ରସାଦର ଗୋଶାଳା ପଡ଼ିଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ…
Read More...

ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା ପରେ ଏସଆଇଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ରାଜଧାନୀ ନୂଆଦିଲ୍ଲୀର ଲୋଦୀ ଷ୍ଟେଟ୍‌ର ୬୧ ନମ୍ବର…
Read More...

ମଥୁରାରେ ଚାଞ୍ଚଲ୍ୟ ; ଅପହରଣ ପରେ ଦୁଇ ବନ୍ଧୁଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

ମଥୁରା : ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଦୁଇ ବନ୍ଧୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଡବଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ନାମ ହେଉଛି ପପୁ ଏବଂ ଚନ୍ଦନ। ମିଳିଥିବା…
Read More...

ଜମି ଆଗରେ ସମ୍ପର୍କ ଫିକା: ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ

ବାଲେଶ୍ବର: ଜମି ଆଗରେ ଫିକା ପଡ଼ିଲା ସମ୍ପର୍କ, ଯେଉଁଥିପାଇଁ ଭାଇର ଶତ୍ରୁ ପାଲଟିଗଲା ଭାଇ। ଜମି ପାଇଁ ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ…
Read More...

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ; ଅଭିଯୁକ୍ତ ଅଟକ

ଝାରସୁଗୁଡା : ବ୍ରଜରାଜନଗର ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣା ଗାଁରେ ଅଘଟଣ ଘଟି ଯାଇଛି। ସ୍ୱାମୀ ର ମାଡ଼ରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସ୍ତ୍ରୀ ଅଞ୍ଜନା ଖଡ଼ିଆ (୩୦) ଏବଂ ସ୍ୱାମୀ ପ୍ରଦୀପ…
Read More...

ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ

ବେଲପଡା : ବଲାଙ୍ଗିର ଜିଲା ବେଲପଡା ଥାନା ଅଧିନ ଚନ୍ଦ୍ରପୁର ଗ୍ରାମର ଧନମତ ପୋଢଙ୍କ ସ୍ତ୍ରୀ ସାବିତ୍ରୀ ପୋଢ (୩୫)ଙ୍କ ଗତକାଲି ରାତିରେ ନିଜ ଘରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ କୁ ନେଇ ମୃତାଙ୍କ ପରିବାର ଲୋକ ସ୍ବାମୀ…
Read More...