Browsing Tag

mohana

ରାମଗିରିରେ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ ; ୬ ଆହତ

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଏକ ଯାତ୍ରୀବାହି ଅଟୋ ରାମଗିରି ଗ୍ରାମ…
Read More...

ଦାଦା ଘରକୁ ବୁଲିଆସି କୂଅରେ ପଡି ଚାଲିଗଲା ପୁତୁରା ଜୀବନ

ମୋହନା : ଦାଦା ଘରକୁ ବୁଲିଆସି କୂଅରେ ପଡି ଚାଲିଗଲା ପୁତୁରା ଜୀବନ ।  ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପିଲାମାନଙ୍କ ସହ ଖେଳୁଥିବା ସମୟରେ ୩୫ ଫୁଟ…
Read More...

ଅନ୍ତରବା ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇ କର୍ମଚାରୀଙ୍କୁ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମୋହନା: ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ ହେଉଛି ମୋହନା । ଏହି ବ୍ଲକର ୩୯ଟି ପଂଚାୟତରେ ବସବାସ କରନ୍ତି ପ୍ରାୟ ୮୦ ପ୍ରତିଶତ ଆଦିବାସୀ । ଏମାନଙ୍କ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ ଯୋଜନା…
Read More...

କନ୍ଧ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତର ପରମଙ୍ଗା ଗ୍ରାମରେ ବସବାସ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ । ଏଠାକାର ପରିବେଶ ନିଆରା। ପ୍ରକୃତିର ମନୋଲୋଭା ପରିବେଶ ସାଙ୍ଗକୁ ପାହାଡ଼…
Read More...

ଗୁଣିଗାରେଡିରେ ବାପା-ପୁଅଙ୍କୁ ହତ୍ୟା ଘଟଣା; ୨୪ ଘଣ୍ଟା ନ ପୁରୁଣୁ ୧୨ ଜଣଙ୍କୁ ଗିରଫ କଲା ଅଡବା ପୁଲିସ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠା ଗୁଡା ଗ୍ରାମରେ ଶନିବାର ଦିନ ବିଳମ୍ବିତ ରାତିରେ ବାପା ଲୋକ ଦଳବେହେରା(୫୭) ଓ ପୁଅ ଅନୁକ ଦଳବେହେରା(୨୨)ଙ୍କୁ ହତ୍ୟା ଘଟଣାରେ ୧୨ଜଣଙ୍କୁ ଗିରଫ…
Read More...

୩୭ କିଲୋ ଗଞ୍ଜେଇ ସହ କାର ଜବତ : ୩ ଗିରଫ, ଜଣେ ଚମ୍ପଟ

ମୋହନା : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡରେ କାର ସହ ୩୭ କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣକୁ ଗିରଫ କରାଯାଇଥିବା ବେଳେ…
Read More...

ଓଲଟିଲା ସାର ବୋଝେଇ ଟ୍ରକ: ୬ ଶ୍ରମିକ ଆହତ, ଜଣେ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ନଦୀସାହି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ସାର ବୋଝେଇ ଟ୍ରକ ଓଲଟି ପଡିବାରୁ ୬ ଜଣ ଶ୍ରମିକ ଆହତ ଓ ଜଣେ ଗୁରୁତର ଥିବା ଜଣାପଡିଛି। ଆହତମାନେ ହେଲେ…
Read More...

ମୋହନାରେ ଗଡ଼ିଲା କରୋନା ସଚେତନତା ରଥ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା କିଛି ଦିନ ତଳେ ପତାକା ଦେଖାଇ ଜିଲ୍ଲାରେ କରୋନା ସଚେତନତା ରଥର ଶୁଭ ଉଦଘାଟନ କରାଇଥିଲେ। ପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଏହି ରଥ ପରିକ୍ରମା କରି ଦୁର୍ଗମ ଅଞ୍ଚଳରେ ବସବାସ…
Read More...

ଚୋରା କିରୋସିନି ବିକ୍ରୀକୁ ନେଇ ଅଭିଯୋଗକାରୀଙ୍କୁ ଗଳା ଧକ୍କା ମାରିଲେ ଯୋଗାଣ ନିରୀକ୍ଷକ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ଗତ ମାସ ୧୧/୦୫ ରାତିରେ ଖ୍ରୀଷ୍ଟିଆନ ସାହିର ତ୍ରିନାଥ ବେହେରା (ଡିଲର) ଚୋରା କିରୋସିନି ଚାଲାଣ କରୁଥିବା ବେଳେ ଗ୍ରାମବାସୀ ଧରି ଯୋଗାଣ…
Read More...

ଟିକା ନ ନେଇ ଆସୁଛି ଟିକା ନେଇଥିବା ବାର୍ତ୍ତା

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନା ସହ ଲଢି କରୋନାକୁ ପ୍ରତିହତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କରୋନାରୁ ମୁକ୍ତି ପାଇଁ ୧୮ରୁ ୬୫ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ…
Read More...