Browsing Tag

Mike Pompeo

କୃଷକ ଆନ୍ଦୋଳନ: ଭାରତ ସହ ଆଲୋଚନା ପାଇଁ ପମ୍ପିଓଙ୍କ ନିକଟରେ ୭ ଆମେରିକୀୟ ସାଂସଦଙ୍କ ଦାବି

ୱାଶିଂଟନ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓଙ୍କ ନିକଟରେ ଦାବି କରିଛନ୍ତି ୭ ଆମେରିକୀୟ ସାଂସଦ। ଏହି ସାଂସଦଙ୍କ ମଧ୍ୟରେ…
Read More...

ସାରା ବିଶ୍ଵ ଚୀନକୁ ଜବାବ ଦେବାର ସମୟ ଆସିଛି: ପମ୍ପିୟୋ

ୱାଶିଂଟନ: ଚୀନର କମ୍ୟୁନିଷ୍ଟ ପାର୍ଟି ଦ୍ବାରା ବିଶ୍ଵ ପ୍ରତି ସୃଷ୍ଟି କରାଯାଉଥିବା ସମସ୍ୟାଗୁଡ଼ିକର ଜବାବ ଦେବାର ସମୟ ଆସିଯାଇଛି। ସାରା ବିଶ୍ଵ ଏଥିପାଇଁ ପ୍ରସ୍ତୁତ ହେବା ଦରକାର ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ…
Read More...

ଭାରତରେ ଚାଇନିଜ ଆପ୍‌ ନିଷେଧକୁ ଆମେରିକାର ସ୍ବାଗତ

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍ଲିକେଶନକୁ ଦେଶରେ ନିଷେଧ କରିଛନ୍ତି। ଏହାକୁ ଆମେରିକା  ସ୍ବାଗତ କରିଛି। ସରକାରଙ୍କ ଏଭଳି ପଦକ୍ଷେପ ଦେଶର…
Read More...